ଜ୍ବରରେ ଥରୁଛି ସାରା ଓଡ଼ିଶା: ଇନ୍ଫ୍ଲୁଏଞ୍ଜା ବ୍ୟାପୁଛି, ଦୀର୍ଘଦିନ ପର୍ଯ୍ୟନ୍ତ ରହୁଛି କାଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ସାରା ଓଡ଼ିଶା ଏବେ ଜ୍ବରରେ ଥରୁଛି। ଇନ୍ଫ୍ଲୁଏଞ୍ଜା (ଏଚ୍୩ଏନ୍୨), ରେସ୍ପିରେଟୋରି ସିନ୍ସିଟିଆଲ ଭାଇରସ୍ (ଆରଏସ୍ଭି) ଓ ହ୍ୟୁମାନ ପାରାଇନ୍ଫ୍ଲୁଏଞ୍ଜା ଭାଇରସ୍(ଏଚ୍ପିଆଇଭି) ରାଜ୍ୟକୁ ଗତ ୧ମାସ ହେବ କବଳିତ କରି ରଖିଛି। ଏହାସାଙ୍ଗକୁ ସ୍ବାଇନ୍ ଫ୍ଲୁ ମଧ୍ୟ ଚିନ୍ତା ବଢ଼ାଇଛି। ଘରେ […]









