ହାଇଦ୍ରାବାଦରେ ମିଶ୍ରଣ ପର୍ବ: ବିଆର୍ଏସରେ ସାମିଲ ହେବେ ଗିରିଧର ଗମାଙ୍ଗଙ୍କ ସମେତ ବହୁ ନେତା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ: ଆଜି ଅପରାହ୍ଣରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ପକ୍ଷରୁ ହାଇଦ୍ରାବାଦରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶାର ବହୁ ନେତା ଯୋଗ ଦେବାକୁ ଯାଉଛନ୍ତି। ବସ୍ ଓ ଟେ୍ରନରେ ବହୁସଂଖ୍ୟକ ନେତା ହାଇଦ୍ରାବାଦରେ ପହଞ୍ଚିଥିବାର ସୂଚନା ରହିଛି। […]








