ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ଯୋଗୁ ଯନ୍ତ୍ରଣା: ଖରାରେ ସିଝୁଛନ୍ତି ଭକ୍ତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ପରେ ଭକ୍ତଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହୋଇଛି। ଯେଉଁ ଲକ୍ଷ୍ୟ ନେଇ ପ୍ରଶାସନ ଚାରିଦ୍ବାର ଦର୍ଶନ ବନ୍ଦ କରିଥିଲା, ତାହା ବିଫଳ ହୋଇଛି। ଓଲଟା ଭକ୍ତମାନଙ୍କୁ ପ୍ରଶାସନ ଦର୍ଶନ ପାଇଁ ଡହଡହ ଖରାରେ ସିଝିବାକୁ […]









