ବଦଳିଲା ସାହିତ୍ୟ ଏକାଡେମି ପୁରସ୍କାର ନିୟମ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ୨୦୧୭ରୁ ୨୦୨୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ପୁସ୍ତକ ଆହ୍ବାନ ବିଜ୍ଞପ୍ତିରେ କିଛି ନିୟମ ପରିବର୍ତ୍ତନ କରି ଏକାଡେମି ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ‘ସରସ୍ବତୀ ସମ୍ମାନ’ ପାଇଥିବା ପୁସ୍ତକ ଏକାଡେମି ପୁରସ୍କାର […]









