ଜେଲ୍ରେ ଆଜୀବନ କଏଦୀଙ୍କ ମୃତ୍ୟୁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଏକ ହତ୍ୟା ମାମଲାରେ ଗତ ୬ ମାସ ପୂର୍ବେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ଦଣ୍ଡ ଭୋଗୁଥିବା କଏଦୀ ବିଶ୍ବନାଥ ବଳିଆରସିଂହ(୬୬)ଙ୍କର ସୋମବାର ଦିନ ମୃତ୍ୟୁଘଟିଛି। ତାଙ୍କୁ ପୁରୀ ଜିଲ୍ଲା କାରାଗାରରୁ ସଦର ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ହିଁ […]









