ପ୍ରସ୍ତାବରେ ରହିଗଲା ବାସଗୃହ ପ୍ରକଳ୍ପ, ଆର୍ଡିଏର ଯୋଜନା ଥିଲା ୨୦ ହଜାର ଘର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା: ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ରାଉରକେଲାରେ ବାସଗୃହ ସ୍ବପ୍ନ। ପେଟପାଟଣା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ସାଧାରଣ ଲୋକଟିଏ ଘର ଖଣ୍ଡିଏ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛି। ରାଜ୍ୟରେ ପ୍ରମୁଖ ସହରରେ ହାଉସିଂ ପ୍ରୋଜେକ୍ଟ ଜରିଆରେ […]









