ଦେବଗଡ଼ର ସ୍ବାସ୍ଥ୍ୟସେବା ଏମିତି: ୧୦୬ ଡାକ୍ତର ପଦରୁ ୭୨ ଖାଲି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଦେବଗଡ଼ : ଦେବଗଡ଼ ଜିଲ୍ଲାର ସ୍ବାସ୍ଥ୍ୟସେବା ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଜିଲ୍ଲାରେ ୧୦୬ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବିରୁ ୭୨ଟି ଖାଲିପଡ଼ିଛି। କେବଳ ୩୪ ଜଣ ଡାକ୍ତରରେ ଚାଲିଛି ଜିଲ୍ଲାର ସ୍ବାସ୍ଥ୍ୟସେବା। ସୂଚନା ଅନୁସାରେ, ୧୯୯୪ରେ ଦେବଗଡ଼ ଏକ ନୂତନ ଜିଲ୍ଲାର ମାନ୍ୟତା […]









