ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ରାଜ୍ୟପାଳ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଆସନ୍ତା ୧୨ ତାରିଖରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ୧୨ତାରିଖ ଅପରାହ୍ନରେ ଖୋର୍ଦ୍ଧା ବାଣପୁର ନିକଟ ଗମ୍ଭାରୀମୁଣ୍ଡାରେ ପ୍ରତିଷ୍ଠିତ ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଉଦ୍ଘାଟକ ଓ ମୁଖ୍ୟଅତିଥି ଭାବେ […]









