୧୦୮ ଫୁଟ ଉଚ୍ଚରେ ଉଡ଼ିଲା ସ୍ମାରକୀ ପତାକା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଜାତୀୟ ସଂଗୀତର ଧୂନ ମଧ୍ୟରେ ପୁରୀର ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡ଼ିଛି ସ୍ମାରକୀ ତ୍ରିରଙ୍ଗା। ବୀର ସହିଦ ଜୟୀ ରାଜଗୁରୁଙ୍କ ଜନ୍ମ ମାଟି ବୀରହରେକୃଷ୍ଣପୁରରେ ଏହି ଧ୍ବଜା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। […]









