ସମୀରଙ୍କୁ ଜୟନାରାୟଣ ମାରିଥିବା କଥା ମନେ ପକାଇଲେ ପ୍ରଣବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ୬ ବର୍ଷ ତଳେ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ବର୍ତ୍ତମାନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଆକ୍ରମଣ ହୋଇଥିଲା। ସେତେବେଳେ ଶ୍ରୀ ମହାନ୍ତି ଉପସଭାପତି ଥିଲେ। ଏହି ଆକ୍ରମଣ ମାମଲାରେ ଜୟନାରାୟଣ ମିଶ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଆଜି […]









