ବାଲେଶ୍ବରରେ ସତ୍ସଙ୍ଗ ମନ୍ଦିର ଉଦ୍ଘାଟିତ: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଶୁଭ ଆବିର୍ଭାବ ମହୋତ୍ସବ ପାଳିତ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବାଲେଶ୍ବର: ବାଲେଶ୍ବର ସହରର ଓଟିରୋଡ଼ ସତ୍ସଙ୍ଗ ବିହାରସ୍ଥିତ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଶୁଭ ଆବିର୍ଭାବ ମହୋତ୍ସବ ଏବଂ ଭବ୍ୟ ସତ୍ସଙ୍ଗ ମନ୍ଦିରର ଶୁଭ ଉଦ୍ଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ବାଲେଶ୍ବର ଜିଲ୍ଲା ସମେତ […]









