୧୩ ଦିନରେ ଘୁନଘୁଟିପଡ଼ା ଭୂମି ସୁରକ୍ଷା ସଂଘର୍ଷ ସମିତିର ଆନ୍ଦୋଳନ: ନ୍ୟାୟ ଅପେକ୍ଷାରେ ୭୨ ବିସ୍ଥାପିତ ପରିବାର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ‘‘ଦଳିତ ବୋଲି ଆମ ଉପରେ ଅନ୍ୟାୟ କରାଯାଉଛି। ମା’ ସମଲେଶ୍ବରୀଙ୍କ ପାଖରେ ସମସ୍ତେ ସମାନ। କିନ୍ତୁ ତାଙ୍କରି ନାଁରେ ନିର୍ମାଣ ହେଉଥିବା ପ୍ରକଳ୍ପରେ ବିସ୍ଥାପିତଙ୍କୁ ଥଇଥାନ ଜାତିଭେଦ ଆଧାରରେ କରାଯାଉଛି। ସରକାର ନିଜେ ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା […]









