ଖାଇବାରେ ମାସକୁ ଲକ୍ଷେ, ମାହୁନ୍ତ ଦରମା ଲକ୍ଷେ: ମହେନ୍ଦ୍ର, ରାଜକୁମାର କେଉଁ କାମକୁ?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନୁଗୁଳ : ମହାବଳକୁ ଜଗିବା ପାଇଁ ଶିମିଳିପାଳରୁ ଆସିଥିଲେ ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର। ମହାବଳ ହାତୀଙ୍କୁ କେବେ ଆକ୍ରମଣକରେ ନାହିଁ। ତେଣୁ ମହାବଳ ପ୍ରକଳ୍ପ ପାଇଁ ଦୁଇ କୁମ୍କୀ ହାତୀଙ୍କର ଆବଶ୍ୟକତା ପଡ଼ିଥିଲା। ଏବେ କିନ୍ତୁ ସାତକୋଶିଆରେ […]









