ଫେବ୍ରୁ୍ଆରିରୁ ତାତିଲାଣି, ତାପମାତ୍ରା ୩୯ଂ ଡେଇଁଯିବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଫେବ୍ରୁ୍ଆରିରୁ ତାତିଲାଣି ସାରା ରାଜ୍ୟ। ଉପକୂଳରୁ ପଶ୍ଚିମ ହେଉ କି ଅଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ଉପରମୁହାଁ। ମଙ୍ଗଳବାର ଦିନ ଭୁବନେଶ୍ବରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଛୁଇଁଥିବା ବେଳେ ବୁଧବାର ଦିନ ସୋନପୁର ତାକୁ ଟପିଯାଇଛି। […]









