ନିର୍ଯାତନା ସାଙ୍ଗକୁ ଜାଣିଶୁଣି ହଇରାଣ କରୁଛି ପୁଲିସ୍, ପରିବାର ସହ ଥାନା ଆଗରେ ଅଧିଆ ପଡ଼ିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବସ୍ତା-୨/ବୋଳଂ: ସିଂଲା ପୁଲିସ ଜାଣିଣୁଣି ହଇରାଣ କରୁଥିବା ଅଭିଯୋଗ ଆଣି ଜଣେ ବ୍ୟକ୍ତି ପରିବାର ସହ ଥାନା ଆଗରେ ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି। ସିଂଲା ଗ୍ରାମର ପ୍ରଶାନ୍ତ ଦାଶ ଏବଂ ଅନ୍ୟ ଦୁଇ ଭାଇଙ୍କ ମଧ୍ୟରେ ଜମିଜମା ବିବାଦ ରହିଛି। […]









