ପ୍ରେମିକ ସହ କନିଆଁ ଫେରାର୍, ବାହାହେଲେ ସାନଭଉଣୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରଜରାଜନଗର : ନିକଟରେ ବଲାଙ୍ଗୀର ଜିଲ୍ଲାରେ ବିବାହ ପରେ ଜଣେ କନ୍ୟା ପ୍ରେମିକ ସହ ଫେରାର୍ ହେବା ଘଟଣାର ଚର୍ଚ୍ଚା ଥମିନାହିଁ। ଏତିକି ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ବରପାଲି ଗାଁରେ ପୁଣି ଏମିତି ଘଟଣା ସାମ୍ନାକୁ ଆସିଛି। ପରେ […]









