ଜେଏମ୍ ପୋର୍ଟାଲରେ ବି ଚଞ୍ଚକତା! ସରକାରୀ ଅଫିସ ଆସବାବପତ୍ର କିଣାରେ ଟେଣ୍ଡର ଫିକ୍ସିଂ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଅଫିସ ଆସବାବପତ୍ର ହେଉ ବା କମ୍ପ୍ୟୁଟର ଅଥବା ଇଲୋକଟ୍ରୋନିକ୍ସ ଦ୍ରବ୍ୟ କିଣା। ଏଣିକି କୌଣସି ସରକାରୀ ସଂସ୍ଥା ମନଇଚ୍ଛା ଜିନିଷ କିଣି ପାରିବେ ନାହିଁ। ଏଥିପାଇଁ ଜାତୀୟସ୍ତରରେ ବିକଶିତ ହୋଇଥିବା ଜିଇଏମ ବା ଜେମ୍ ପୋର୍ଟାଲ ମାଧ୍ୟମରେ ସରକାରୀ […]









