ପ୍ରଦୂଷଣକାରୀଙ୍କୁ ପ୍ରଦୂଷଣ ବିଭାଗର କ୍ଲିନ୍ଚିଟ୍ ! ଅସ୍ତିତ୍ବ ହରାଉଛନ୍ତି ଅନେକ ଛୋଟ ନଦୀ ଓ ଝରଣା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା ଖଣି ଅଞ୍ଚଳ କୋଇଡାରେ ଅସ୍ତିତ୍ବ ହରାଉଛନ୍ତି ଅନେକ ଛୋଟ ନଦୀ ଓ ଝରଣା। ପ୍ରଦୂଷଣକାରୀ ଖଣିଗୁଡ଼ିକର ଲୁହାପଥର ଗୁଣ୍ଡ ଓ ନିର୍ଗତ ଅନ୍ୟ ଆବର୍ଜନାପୂର୍ଣ୍ଣ ପାଣି ଯୋଗୁ ଦିନକୁ ଦିନକୁ ଅଧିକରୁ ଅଧିକ ପ୍ରଦୂଷିତ ହୋଇ ଚାଲିଛନ୍ତି […]









