ପୋଖରୀ ପାଣି ପିଉଛନ୍ତି ଗୋପଦା ଗ୍ରାମବାସୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପିପିଲି : ରାଜଧାନୀ ଉପକଣ୍ଠ ପିପିଲି ବ୍ଲକ୍ ଯଶୁଆପୁର ପଞ୍ଚାୟତ ଗୋପଦା ଗ୍ରାମରେ ଲୋକେ ପୋଖରୀ ପାଣି ପିଉଥିବା ଦେଖିବାକୁ ମିଳିଛି। ଏଠାରେ ସରକାରଙ୍କ ଜଳଜୀବନ ମିସନ ଫେଲ୍ ମାରିଥିବା ଜଣାପଡ଼ିଛି। ଗାଁ’ ଲୋକେ ଗ୍ରାମରେ ଥିବା ପୋଖରୀର ପାଣିକୁ ଦୀର୍ଘ […]









