ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା: ନ୍ୟାୟ ମିଳିବା ଭଳି ଲାଗୁନାହିଁ: ମା

  ସମ୍ବଲପୁର/ବୁର୍ଲା : ପୁଲିସ ତଦନ୍ତ ଉପରେ ବିଶ୍ବାସ ଲାଗୁନି। ପୁଲିସର ତଦନ୍ତ ଏକପାଖିଆ ଲାଗୁଛି। ଦୋଷୀକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବାଟ ଖୋଲାଯାଉଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୃତ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ବାପା ଡା. ବନମାଳି ସାହୁ ଏଭଳି ଅଭିଯୋଗ ଆଣିଛନ୍ତି। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ ମଧ୍ୟ ନ୍ୟାୟ ମିଳିବା ଭଳି ଲାଗୁନାହିଁ ବୋଲି କହିଛନ୍ତି। ବୁର୍ଲା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଚିନ୍ମୟୀଙ୍କ ମା’, ବାପା, ଭଉଣୀ ଓ କାକଙ୍କୁ ରବିବାର ପଚରାଉଚରା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟିକା ଅଳକା ମହାନ୍ତି ଅସୁସ୍ଥ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଝାରସୁଗୁଡ଼ା : ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସୋମବାର ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଉଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଖ୍ୟ ଚିକିତ୍ସାଳୟରେ ଏକ ଡାକ୍ତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଇନଶୃଙ୍ଖଳା ପରିସ୍ଥିତି: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିଥିଳତା, ଅସ୍ପଷ୍ଟତା ଏବଂ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ପୁଲିସର ଜୁଲମ୍ ଓଡ଼ିଶାର ଜନମାନସକୁ ବିଚଳିତ କରିଛି। ରାଜ୍ୟରେ ଶାସନ କେମିତି ଚାଲୁଛି ଓ କିଏ ଚଲାଉଛି ତାହା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ: ତୁରୁ୍ନ୍ତ କିଡ୍‌ନି ରୋଗରେ ଆକ୍ରାନ୍ତଙ୍କ ଚିକିତ୍ସା କର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଗୋଲାଗାଁରେ ଦୂଷିତ ପାନୀୟ ଜଳ ପିଇ ଶତାଧିକ ଗ୍ରାମବାସୀ କିଡ୍‌ନି ରୋଗରେ ଆକ୍ରାନ୍ତ ହେବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ […]

ରାଜ୍ୟ

ତାମିଲନାଡ଼ୁ: ଚିନ୍ତାରେ ଓଡ଼ିଆ ଶ୍ରମିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସମ୍ବଲପୁର : ତାମିଲନାଡ଼ୁରେ ବର୍ତ୍ତମାନ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକମାନଙ୍କୁ ସ୍ଥାନୀୟ ଲୋକ ଘୋର ବିରୋଧ କରୁଛନ୍ତି। ବିଶେଷ କରି ବିହାର ଓ ଝାଡ଼ଖଣ୍ଡ ଶ୍ରମିକଙ୍କୁ ଟାର୍ଗେଟ୍‌ କରାଯାଉଥିବା ବେଳେ ଏହାକୁ ନେଇ ଓଡ଼ିଶା ଶ୍ରମିକମାନଙ୍କ ମଧ୍ୟରେ ଚିନ୍ତାବଢ଼ିଛି। ତାମିଲନାଡୁରେ ହଜାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଦାନୀ ଗ୍ରୁପ୍‌କୁ ମିଳିଲା ବାଲଦା ବକ୍ସାଇଟ ଖଣି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଦା ସ୍ଥିତ ବକ୍ସାଇଟ୍‌ ଖଣି ଆଦାନୀ ଗ୍ରୁପ୍‌କୁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ୧ ତାରିଖରେ ଖଣି ଖନନ ନିମନ୍ତେ ଲେଟର ଅଫ୍‌ ଇଣ୍ଟେଟ୍‌ କମ୍ପାନିକୁ […]

ରାଜ୍ୟ

ଗଞ୍ଜାମକୁ ବାରୁଦ ଭୟ: ୧୨ ବର୍ଷରେ ୧୦ ମୃତ, ବହୁ ଅକର୍ମଣ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବେଆଇନ ବାରୁଦ ଓ ଆତସବାଜି କାରବାର ବହୁ ପୁରୁଣା। ଏକ ହିସାବରୁ ଜଣାଯାଇଛି, ବେଆଇନ ଆତସବାଜି ଓ ବିସ୍ଫୋରକ କାରବାର ଯୋଗୁଁ ବିଗତ ୧୨ ବର୍ଷ ଭିତରେ ୧୦ ଜଣଙ୍କ ଅକାଳରେ ଜୀବନ ଯାଇଛି। ଏପରିକି […]

ରାଜ୍ୟ

ସବୁଠି ଜଳୁଛି ପାହାଡ଼, ବିପଦରେ ସାମନ୍ତିଆପଲ୍ଲୀ ମୟୂର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାତ୍ରପୁର: ଜଙ୍ଗଲ ପୋଡ଼ି ଏକ ମନୁଷ୍ୟକୃତ। ୨୦୨୧ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ନିଆଁ ଭୟଙ୍କର ଭାବେ ବ୍ୟାପିବା ଏହାକୁ ସତ ପ୍ରମାଣିତ କରିଥିଲା। ଫଳରେ ଆଗକୁ ଜଙ୍ଗଲ ସମ୍ପଦର ସୁରକ୍ଷା କରିବା ଓ ଗ୍ରୀଷ୍ମ ଆସିଲେ ଜଙ୍ଗଲ ଯେମିତି ନିଆଁର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଥର ବର୍ଷାରେ ଭିଜିବ ହୋଲି!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ତାତି କମିବ ଓ ବର୍ଷାରେ ଭିଜିବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ଅଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ମିଳିଛି। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ […]

ଅପରାଧ ରାଜ୍ୟ

କଳାପଥର କେଳେଙ୍କାରୀ: ମାପଚୁପ ଅଧାରେ ଅଟକିଲା! ଲିଜ୍‌ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଯାଜପୁର : ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ଲିଜ୍‌ଧାରୀଙ୍କ ବ୍ୟାପକ ଅନିୟମିତତା ଧରାପଡ଼ିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅଢ଼େଇମାସ ହେଲା ରିପୋର୍ଟକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ତହସିଲର ଖାଦାନଗୁଡ଼ିକରୁ କୋଟିକୋଟି ଟଙ୍କାର କଳାପଥର ଦିନରାତି […]