ଅନୁଗୁଳ: ୪ ମାସ ହେଲା ବର୍ଷା ନାହିଁ; ଶୁଖିଗଲାଣି ଜଳାଶୟ, ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବାର ଆଶଙ୍କା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନୁଗୁଳ : ଶେଷଥର ପାଇଁ ଅନୁଗୁଳ ଜିଲ୍ଲାରେ ଅକ୍ଟୋବର ୧୯ରେ ବର୍ଷା ହୋଇଥିଲା। ଏହା ପରେ ଆଉ ଟୋପାଏ ପଡ଼ିନି। ୪ ମାସରୁ ଅଧିକ ସମୟ ହେଲା ବର୍ଷା ଉଭାନ ହୋଇଯାଇଥିବାବେଳେ ଖରା ବଢ଼ିବାରେ ଲାଗିଛି। ଏପରିକି ଜାନୁଆରିରୁ ଖରାର ତେଜ […]









