ଶ୍ରୀକ୍ଷେତ୍ର ଗାଥା ବଖାଣିବ ନରେନ୍ଦ୍ର ପୁଷ୍କରିଣୀ କାନ୍ଥ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ: ନୂଆ ରୂପ ନେଉଛି ନରେନ୍ଦ୍ର ପୁଷ୍କରିଣୀ। କାଚକେନ୍ଦୁ ଭଳି ଝଲମଲ ଜଳରାଶି ପାଇଁ ଚାଲିଛି ପଙ୍କୋଦ୍ଧାର। ଔଷଧୀୟ ଗୁଳ୍ମରେ ତୀର୍ଥ ଜଳକୁ ବିଶୋଧନ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଚନ୍ଦନ ସରୋବରର ଚତୁଃପାର୍ଶ୍ବକୁ ଆକର୍ଷଣୀୟ କରିବା ପାଇଁ ୨୮୨ଟି […]









