ଦେବୀ ନଦୀରେ ବୁଡ଼ି ନିଖୋଜ ଘଟଣା: ସକାଳୁ ଉଦ୍ଧାର ହେଲା ତୃତୀୟ ନାବାଳକଙ୍କର ମୃତଦେହ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ବୁଡ଼ି ଯାଇଥିବା ତୃତୀୟ ନାବାଳକଙ୍କର ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଥିବାର ଖବର ମିଳିଛି। ମୃତକ ହେଲେ ଶୁଭମ୍ ପାତ୍ର(୧୬)। ସୋମବାର ଦିନ ପ୍ରାୟ ୧୦ଟା ବେଳେ ୪ […]









