ଛଅ ଘଣ୍ଟା ଜେରା ପରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି
ଅର୍ଥ ହେରଫେର ମାମଲା ସହ ଜଡିତ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ ତାଙ୍କୁ ଗିରଫ କରିଛି। ଦୀର୍ଘ ୬ ଘଣ୍ଟା ଧରି ପଚରାଉଚରା କରିବା ପରେ ଆପ୍ ବିଧାୟକଙ୍କୁ ଇଡି ଗିରଫ କରିଥିବା ସୂଚନା ରହିଛି। ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲା ସହ ଜଡିତ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡ଼ି ଚଢ଼ାଉ କରିବା ପରେ ତାଙ୍କୁ ଗିରଫ କରିଛି। […]

