ଖେଳ

ଆଇପିଏଲ୍‌ରେ ନିଲାମ ‌ନହେବା ମୋ ପାଇଁ ଆଶୀର୍ବାଦ ସଦୃଶ: ଲବୁସାନ୍‌

ମେଲ୍‌ବର୍ଣ୍ଣ : ଚଳିତ ଆଇପିଏଲ୍‌ ଲାଗି ଗତ ଫେବ୍ରୁଆରିରେ ହୋଇଥିବା ନିଲାମରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲବୁସାନ୍‌ଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିବାକୁ ଆଗ୍ରହ ଦେଖାଇନଥିଲେ। ସଂପ୍ରତି ଭାରତରେ କରୋନାର ଦ୍ବିତୀୟ ଲହର ଦୃତ ଗତିରେ ମାଡ଼ୁଛି। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାର ଭାରତରୁ ଆସୁଥିବା ସମସ୍ତ ସିଧାସଳଖ ଯାତ୍ରୀ ବିମାନକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି। ଏଭଳି ଅସୁବିଧା ସମୟରେ ଆଇପିଏଲ୍‌ ଖେଳୁନଥିବାରୁ ‌ଲବୁସାନ୍‌ ଖୁସି ଥିବା କହିଛନ୍ତି। ‘‘ଏବେ ଯାହା ପରିସ୍ଥିତି […]

ଖେଳ

କୋଭିଡ୍ ମୁକାବିଲା ପାଇଁ ରାଜସ୍ଥାନ ରୟାଲ୍ସ ଦେଲା ୭.୫ କୋଟି

ଜୟପୁର: କୋଭିଡ୍-୧୯ ମୁକାବିଲା ଲାଗି ଆଇପିଏଲ୍‌ର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଗୁରୁବାର ୭.୫ କୋଟି ଟଙ୍କା ଦାନ କରିଛି। ଦଳ ଏହି ଅର୍ଥ ତା’ର ଦାତବ୍ୟ ପ୍ରତିଷ୍ଠାନ ମାଧ୍ୟମରେ ସଂଗ୍ରହ କରିଛି। ଏହି ଅର୍ଥ କୋଭିଡ୍-୧୯ ମହାମାରୀରେ ସଂକ୍ରମିତ ହୋଇଥିବା ଲୋକଙ୍କ ପାଇଁ ବ୍ୟୟ କରାଯିବ। ସେପଟେ କୋଭିଡ୍‌ର ଦ୍ବିତୀୟ ଲହର ସମଗ୍ର ଭାରତ ବର୍ଷକୁ ଦୋହଲାଇ ଦେଇଥିଲା ବେଳେ ଗୁରୁବାର ୩,୭୯,୨୫୭ ନୂଆ ସଂକ୍ରମଣ ମାମଲା ପଦାକୁ ଆସିଛି। ଯାହା ଦେଶରେ ମୋଟ କୋଭିଡ୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବୟସ୍କ କରୋନା ସଂକ୍ରମିତ ଘରେ କିଭଳି ନିଜର ପରିଚାଳନା କରିବେ

ଯଦି କୌଣସି ବ୍ୟକ୍ତିଙ୍କଠାରେ ଜ୍ବର, ଗଳା ଖରାପ, କାଶ, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ମୁଣ୍ଡ ବିନ୍ଧା, କୁଣ୍ଡେଇ ହେବା, ବାସ୍ନା ଓ ସ୍ବାଦ ଚାଲିଯିବା ଭଳି ଲକ୍ଷଣ ପ୍ରକାଶ ପାଉଛି ତା’ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ନମୁନା ପରୀକ୍ଷା କରିବା ଆବଶ୍ୟକ। ଦିନକୁ ଅତିକମ୍‌ରେ ୩/୪ଥର ପଲ୍‌ସ ଅକ୍ସିମିଟରରେ ଅକ୍ସିଜେନ୍ ସ୍ତର ନିରୀକ୍ଷଣ କରିବା ଜରୁରୀ ମାସ୍କ ପିନ୍ଧିବା ସହିତ ପରିବାର ଲୋକ ମଧ୍ୟ ମାସ୍କ ପିନ୍ଧିବା ଉଚିତ୍ ବାୟୁ ଚଳାଚଳ ପାଇଁ ଝରକା ଖୋଲିବା ଘରେ […]

ଖେଳ

ଆଇପିଏଲ୍‌ ମହାସଂଗ୍ରାମ: ଆଜି ପଞ୍ଜାବ-ବାଙ୍ଗାଲୋର ମୁହାଁମୁହିଁ, କୋହଲିଙ୍କୁ କାଟିପାରିବେ କି ରାହୁଲ?

ଅହମଦାବାଦ : ଆଇପିଏଲ୍‌-୨୦୨୧ର ଆଉ ଏକ ପ୍ରତୀକ୍ଷିତ ମ୍ୟାଚ୍‌ରେ ଶୁକ୍ରବାର ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କରିବ ନୂଆ ନାଁ ନେଇ ଖେଳୁଥିବା ପଞ୍ଜାବ କିଙ୍ଗ୍ସ। ୬ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ଥିବା ଆର୍‌ସିବି ଅପେକ୍ଷା କେବଳ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବ ବହନ କରିବ। ବିରାଟ ‌କୋହଲିଙ୍କ ନେତୃତ୍ବାଧୀନ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୬୦ ଓ ୬୫ ବର୍ଷିୟ ପୁରୁଷ ଓ ଜଣେ ୧୬ ବର୍ଷୀୟା ଯୁବତୀ ଅଛନ୍ତି। କୋରାପୁଟର ଦୁଇ ପୁରୁଷ(୫୨ ଓ ୫୬), ଜଣେ ମହିଳା ଆକ୍ରାନ୍ତ(୬୦) ପ୍ରାଣ ହରାଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜଣେ ୫୨ବର୍ଷିୟ ପୁରୁଷ ଓ ଜଣେ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁ ସହାୟତାରେ ଅଧୁରା କାମ ସଂପୂର୍ଣ୍ଣ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବୃଷ: ପିଲାମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଧନଲାଭ ଯୋଗ ରହିଛି। ବିଦେଶରେ ବେପାର କରିବା ଲାଗି ଆଗ୍ରହୀ ବ୍ୟକ୍ତିମାନେ କିଛି ଦିନ ଅପେକ୍ଷା କରନ୍ତୁ। ମିଥୁନ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ବେପାରରେ ଲାଭ ହେବ। ଜୀବନସାଥୀଙ୍କ ସହିତ କୌଣସି କଥାକୁ […]

ସ୍ୱାସ୍ଥ୍ୟ

ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଛି କରୋନା, ଏହି ସହଜ ଉପାୟ ଆପଣେଇ ନିଜକୁ ରଖନ୍ତୁ ସୁରକ୍ଷିତ

ଭୁବନେଶ୍ଵର ୨୮।୦୪: କରୋନା ମହାମାରୀର ଦ୍ଵିତୀୟ ଲହରରେ ପୂରା ଦେଶ ସାଙ୍ଘାତିକ ଭାବେ ପ୍ରଭାବିତ। ଏଥର କରୋନା ଭାଇରସ୍‌ ସିଧା ଆପଣଙ୍କ ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଛି। କରୋନା ଲକ୍ଷଣ ପୂର୍ବରୁ ଲୋକଙ୍କ ୨୫ ପ୍ରତିଶତ ଫୁସ୍‌ଫୁସ୍‌ ପ୍ରଭାବିତ ହୋଇ ଯାଉଥିବା ଅନେକ ମାମଲା ଦେଖିବାକୁ ମିଳିଛି। କିନ୍ତୁ କିଛି ଘରୋଇ ଉପାୟ ଏବଂ ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶରେ ଆପଣ ନିଜ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖି ପାରିବେ। ଆସନ୍ତୁ ଜାଣିବା କେଉଁ ପ୍ରକ୍ରିୟାରେ ଆମେ ନିଜ ନିଜର […]

ଖେଳ

ଆଇପିଏଲ ୨୦୨୧ : ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଓ ରାଜସ୍ଥାନ, ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ

ନୂଆଦିଲ୍ଲୀ,୨୯/୦୪: ଆଇପିଏଲ୍‌ର ୨୪ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ଇତି ମଧ୍ୟରେ ଉଭୟ ଦଳ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆଜିର ମ୍ୟାଚ୍ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ୫ଟି ମ୍ୟାଚ୍‌ ଖେଳି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଇତି ମଧ୍ୟରେ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଓ […]

ଖେଳ

କେମିତି କମ୍ ବ୍ୟାକ୍ କଲା ସିଏସକେ ? ୫ଟି ବିଜୟ ପରେ ଦଳର ନୂଆ ଗେମ୍ ପ୍ଲାନ୍ ନେଇ ମୁହଁ ଖୋଲିଲେ ଧୋନୀ

ନୂଆଦିଲ୍ଲୀ, ୨୯।୦୪: ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫ୍ ଯାଏଁ ପହଁଚିପାରି ନଥିଲା । କିଛି ମ୍ୟାଚ୍ ଛାଡିଦେଲେ ଗତବର୍ଷ ଚେନ୍ନାଇର ପ୍ରଦର୍ଶନ ଖୁବ୍ ନୈରାଶ୍ୟଜନକ ଥିଲା । ଚଳିତ ବର୍ଷ ଦଳ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିଲା । ସମସ୍ତେ ଭାବିଥିଲେ ଚେନ୍ନାଇ ପୁଣି ଫେଲ୍ ମାରିବ । କିନ୍ତୁ ପ୍ରଥମ ପରାଜୟ ପରେ ଚେନ୍ନାଇ ଭିନ୍ନ ଅନ୍ଦାଜରେ ଷ୍ଟାଡିୟମକୁ ଓହ୍ଲାଇଥିଲା । ଦଳ ଲଗାତର ଭାବେ ୫ଟି ମ୍ୟାଚ୍ […]

ଖେଳ

ଭାରତରେ ଖେଳାଯିବନି ଟି୨୦ ବିଶ୍ୱକପ ! କରୋନା ସ୍ଥିତି ଉପରେ ସବୁକିଛି କରୁଛି ନିର୍ଭର

ନୂଆଦିଲ୍ଲୀ,୨୯/୦୪: ଚଳିତ ବର୍ଷ ଭାରତରେ ଖେଳାଯିବ ଟି୨୦ ବିଶ୍ୱକପ । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। କରୋନା ସଂକ୍ରମଣ ସତ୍ତେ୍ୱ ବିସିସିଆଇ ବିଶ୍ୱକପ୍‌ ଆୟୋଜନ ନେଇ ପ୍ରସ୍ତୁତ ରହିଥିବା ପୂର୍ବରୁ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଥିଲେ । କିନ୍ତୁ ଏବେ ଭିନ୍ନ କଥା ଶୁଣିବାକୁ ମିଳୁଛି । ଯଦି ଭାରତରେ କରୋନା ସଂକ୍ରମଣ ସ୍ଥିତି ଏଭଳି ଜାରି ରହେ ତେବେ ବିଶ୍ୱକପ୍‌ ସ୍ଥାନାନ୍ତର ହେବ । ଭାରତର ସ୍ଥିତି ଉପରେ ଆଇସିସି ନଜର […]