ବିଦାୟ ବିକ୍ରମ
ମେଜର ବିକ୍ରମଜିତ କନୱରପଲ ଆଉ ନାହାନ୍ତି। ଗତ ୧ ତାରିଖରେ କରୋନାରେ ତାଙ୍କର ଦେହାନ୍ତ ହେଇଯାଇଛି। ବଲିଉଡ୍ ଫିଲ୍ମ ଏବଂ କିଛି ଲୋକପ୍ରିୟ ଟେଲି ଧାରାବାହିକରେ ଅଭିନୟ କରି ସେ ଦର୍ଶକଙ୍କ ଆଦରଣୀୟ ହେଇଥିଲେ। ଅଭିନେତ୍ରୀ ତଥା ପ୍ରଯୋଜିକା ପୂଜା ଭଟ୍ଟ ବିକ୍ରମଜିତଙ୍କୁ ମନେ ପକାଇ ବେଶ୍ ମର୍ମାହତ ହେଇଛନ୍ତି। ୨୦୦୨ରେ ଭାରତୀୟ ସେନାରୁ ମେଜର ଭାବେ ଅବସର ନେଇ ଯେତେବେଳେ ବିକ୍ରମଜିତ୍ ମୁମ୍ବାଇ ଆସିଥିଲେ ସେତେବେଳେ ପୂଜା ହିଁ ତାଙ୍କୁ ପ୍ରଥମେ ଫିଚର ଫିଲ୍ମ ‘ପାପ’ରେ […]