ଖେଳ

ଲା ଲିଗା: ମେସିଙ୍କ ଯୁଗଳ ଗୋଲ୍‌ରେ ବାର୍ସିଲୋନା ବିଜୟୀ, ଜୁଭେଣ୍ଟସକୁ ଜିତାଇଲେ ରୋନାଲ୍‌ଡୋ ୧୧ ବର୍ଷ ପରେ ପ୍ରଥମ ଥର ଇଟାଲିର ବିଜେତା ହେଲା ଇଣ୍ଟର ମିଲନ

ଭାଲେନ୍‌ସିଆ: ଲିଓନେଲ୍‌ ମେସିଙ୍କ ଯୁଗଳ ଗୋଲ୍‌ ବଳରେ ବାର୍ସିଲୋନା ଚଳିତ ଲା ଲିଗାରେ ୩-୨ରେ ଭାଲେନ୍‌ସିଆକୁ ପରାସ୍ତ କରିଛି। ଏଥି ସହିତ ବାର୍ସିଲୋନା ଲା ଲିଗା ଟାଇଟଲ ପ୍ରତିଦ୍ବନ୍ଦ୍ବୀ ଆଟ୍‌ଲେଟିକୋ ମାଦ୍ରିଦ୍‌ ଓ ରିଅଲ୍‌ ମାଦ୍ରିଦ୍‌ ଉପରେ ଚାପ ପ୍ରୟୋଗ କରିଛି। ଏହି ମ୍ୟାଚ୍‌ ଅବସରରେ ମେସି ଚଳିତ ଋତୁରେ ବ୍ୟକ୍ତିଗତ ୨୮ତମ ଲିଗ୍‌ ଗୋଲ୍‌ କରିଥିଲା ବେଳେ ବାର୍ସିଲୋନା ପାଇଁ ମଧ୍ୟ ୫୦ତମ ଫ୍ରିକିକ୍‌ ଗୋଲ୍‌ ସ୍କୋର୍‌ କରିଥିଲେ। ମେସି ୫୭ ଓ ୬୯ ମିନିଟ୍‌ରେ […]

ଖେଳ

ଆଇପିଏଲ୍ ଅଧାରୁ ସ୍ଥଗିତ, ସେପ୍ଟେମ୍ବର ଶେଷ ଭାଗରେ ଆୟୋଜନ ଯୋଜନା ସନ୍‌ରାଇଜର୍ସ ଓ କ୍ୟାପିଟାଲ୍ସରେ ପଶିଲା କରୋନା, ରିଦ୍ଧିମାନ, ଅମିତ ପଜିଟିଭ୍

ମୁମ୍ବାଇ: ଚାରିଟି ଦଳର ଖେଳାଳି, ଅଧିକାରୀ ଓ ପ୍ରଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବିସିସିଆଇ ଶେଷରେ ବାଧ୍ୟହୋଇ ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗ୍ସର କିଛି ଖେଳାଳି ଓ ସଦସ୍ୟ କରୋନା ପୀଡ଼ିତ ଥିଲେ। ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଲେଖାଏଁ ଖେଳାଳି କରୋନା ପଜିଟିଭ୍ ଆସିବା ପରେ ଆଇପିଏଲ୍‌କୁ ଆଉ ଆଗକୁ ନବଢ଼ାଇବାକୁ ବିସିସିଆଇ ନିଷ୍ପତ୍ତି […]

ଖେଳ

ଗର୍ଭବତୀ ଷ୍ଟ୍ରାଇକୋଭାଙ୍କ ଅବସର

ପ୍ରେଗ୍‌: ଚେକ୍‌ ରିପବ୍ଲିକ୍‌ର ପ୍ରତିଷ୍ଠିତ ଟେନିସ୍‌ ଖେଳାଳି ବାର୍ବୋରା ଷ୍ଟ୍ରାଇକୋଭା ଗର୍ଭବତୀ ହେବା ପରେ ମଙ୍ଗଳବାର ଟେନିସ୍‌ ଦୁନିଆରୁ ଅବସର ନେଇଛନ୍ତି। ନିଜ ପ୍ରଥମ ସନ୍ତାନକୁ ଜନ୍ମଦେବା ପରେ ଷ୍ଟ୍ରାଇକୋଭା କିନ୍ତୁ ଶେଷ ମ୍ୟାଚ୍‌ ଖେଳିବେ ବୋଲି ଆଶା ରଖିଛନ୍ତି। ୩୫ ବର୍ଷୀୟା ଷ୍ଟ୍ରାଇକୋଭା ଏବେ ଡବ୍‌ଲୁଟିଏ ମାନ୍ୟତାର ଯୁଗଳରେ ୨ ନମ୍ବର ଏବଂ ଏକକରେ ୫୨‌ତମ ସ୍ଥାନରେ ରହିଛନ୍ତି। ୨୦୧୯ରେ ଷ୍ଟ୍ରାଇକୋଭା ସିଏ ସ୍ୟୁ ଉଙ୍କୁ ସାଥୀ କରି ୱିମ୍ବଲଡନ୍‌ ଯୁଗଳ ଟ୍ରଫି ଜିତିଥିଲେ। ସେହିବର୍ଷ […]

ସ୍ୱାସ୍ଥ୍ୟ

କରୋନାକୁ ଜିଣିବାକୁ ୩ଟି ପ୍ରମୁଖ ଉପାୟ ଦେଲେ ଏମ୍‌ସ ମୁଖ୍ୟ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଥିବା ବେଳେ ଏ ନେଇ ନିଜର ମତ ରଖିଛନ୍ତି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍‌ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ସେ ତାଙ୍କର ମତ ରଖି କହିଛନ୍ତି କି ଭାଇରସ ଯଦି ଏହି ଭଳି ଭାବେ ବଢ଼ି ବଢ଼ି ଚାଲେ, କୌଣସି ମତେ ନିୟନ୍ତ୍ରଣକୁ ନଆ‌ସେ ତେବେ ଖୁବ୍ ଶୀଘ୍ର ଭାରତ କରୋନା ଭାଇରସ୍‌ର ତୃତୀୟ ଲହରକୁ ସାମ୍ନା କରିବ। ଏହାବ୍ୟତୀତ ମହାମାରୀକୁ ରୋକିବା ପାଇଁ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ କିଛି ପରିବର୍ତ୍ତନ ଆଣିବା ଲାଗି ଚିନ୍ତା କରିବେ। ଦୈନିକ କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବୃଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ମିଥୁନ: ସୁସ୍ଥ ରହିବା ଲାଗି ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ବେପାରରେ ଲାଭ ହେବ। ପାରିବାରିକ ସମ୍ବନ୍ଧ ଉତ୍ତମ ରହିବ। ପ୍ରେମୀଯୁଗଳ ପରସ୍ପରର ଭାବନାକୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଭୟଙ୍କର ହେଉଛି କରୋନା: ୭୨ ଲକ୍ଷ ରାସନକାର୍ଡଧାରୀଙ୍କୁ ମାଗଣାରେ ୨ ମାସର ରାସନ ଯୋଗାଇବେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କବଳରେ ପୂରା ଦିଲ୍ଲୀ କବଳିତ । କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ଔଷଧ ଓ ମେଡିକାଲ ବେଡର ଅଭାବ । ଏହାରି ଭିତରେ ରାଜ୍ୟ ସରକାରଙ୍କ ପାଖରୁ ଅନେକ କ୍ଷମତା କାଢି ନେଇ ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏବେ ବି ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ଦିଲ୍ଲୀ ସରକାର । କରୋନା କାଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ଏହି ସମୟରେ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ପ୍ରବେଶିକା ଏବଂ ପାଠ୍ୟକ୍ରମ ପରୀକ୍ଷା ପ୍ରସ୍ତୁତି ବଜାର ଅଭିବୃଦ୍ଧି ଆଶାଠାରୁ ଅନେକ ବେଶୀ, ବଜାର ଆକାର ୭.୨୨ ବିଲିୟନ ଡଲାର ବୃଦ୍ଧି ଆଶା

ନୂଆଦିଲ୍ଲୀ,୦୪/୦୫: ଭବିଷ୍ୟତରେ ଆଗରେ ରହିବ ଭାରତର ପ୍ରବେଶିକା ଏବଂ ପାଠ୍ୟକ୍ରମ ପରୀକ୍ଷା ପ୍ରସ୍ତୁତି ବଜାର । ଏହି ବଜାରରେ ବିଶ୍ୱ ବିଦ୍ୟାଳୟ ପରୀକ୍ଷା, ସାର୍ଟିଫେକ୍ ପରୀକ୍ଷା, ଉଚ୍ଚ ମାଧ୍ୟମିକ ପରୀକ୍ଷା ଆଦି ରହିଛି । ୨୦୨୧ରୁ ୨୦୨୫ ମଧ୍ୟରେ ଏହି ବଜାର ୭.୨୨ ବିଲିୟନକୁ ବୃଦ୍ଧି ପାଇବ । ଯାହା ବର୍ତ୍ତମାନର ପ୍ରାୟ ୧୪ ପ୍ରତିଶତ ବୋଲି ସିଏଜିଆର ରିପୋର୍ଟରେ ପ୍ରକାଶ ପାଇଛି । କରୋନା ସଙ୍କଟ ପାଇଁ ଭାରତରେ ପରୀକ୍ଷା ପ୍ରସ୍ତୁତି ବଜାର ମାନ୍ଦା ରହିଛି […]

ସ୍ୱାସ୍ଥ୍ୟ

କୋଭିଡ ଟିକା ସଂଜୀବନୀ ଭଳି କାମ ଦେଉଛି; ପ୍ରଥମ ଲହରରେ ଯାଇଥିଲା ୪୬ ପୁଲିସଙ୍କ ଜୀବନ, ଏଥର ଶୂନ

କଟକ: କୋଭିଡକୁ ନେଇ ଏବେ କୋକୁଆ ଭୟ। ଟିକା ନେବାକୁ ପୂର୍ବରୁ ଆଗ୍ରହ କରୁ ନଥିବା ବ୍ୟକ୍ତି ଏବେ ଟିକା ନେବାକୁ ତତ୍ପର। ତେବେ କୋଭିଡ ବିରୋଧରେ ଲଢିବାକୁ କୋଭିଡ ଟିକା ଏବେ ସଂଜିବନୀ ଭଳି କାମ ଦେଉଛି। ଏ କଥା ତଥ୍ୟ କହୁଛି। ୨୦୨୦ କୋଭିଡର ପ୍ରଥମ ଲହର ବେଳେ ବହୁ ସଂଖ୍ୟାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ପାଖାପାଖି ୪୬ ଜଣ ପୁଲିସ କୋଭିଡ ଯୋଦ୍ଧା କରୋନା‌‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। […]

ମନୋରଞ୍ଜନ

ନିୟମ ଉଲ୍ଲଂଘନ ପାଇଁ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖିଲା ଟୁଇଟର

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଛି। ଅଭିନେତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକାଧିକ ଟୁଇଟ କରିବା ସହ ରବିବାର ପଶ୍ଚିମବଙ୍ଗରେ ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରେ ଘଟିଥିବା ହିଂସା ପାଇଁ ଅଭିନେତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ। ଟୁଇଟରେ, ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି […]

ମନୋରଞ୍ଜନ

ନୂଆ ଓଡ଼ିଆ ଚଳଚ୍ଚିତ୍ର ’ଧନ ମୋ ଜୀବନ’

ମା’, ପୁଅ ଓ ପ୍ରଭୁ ଜଗନ୍ନାଥଙ୍କ କଥାବସ୍ତୁକୁ ନେଇ ଏହାରା କାହାଣୀ ପର୍ଯ୍ୟବସିତ। ତେବେ ଏହାର ଶୀର୍ଷକ ହିନ୍ଦୀ କି ଇଂରାଜୀ ଭାଷାରେ ନୁହେଁ, ସମ୍ପୂର୍ଣ୍ଣ ଓଡ଼ିଆରେ ଦିଆଯାଇଛି। ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଧନ ଧନ ଡାକି ଗଲା ମୋ ଜୀବନ। ମଞ୍ଜୁରାଣୀ ଫିଲ୍ମସ୍‌ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ମଞ୍ଜୁରାଣୀ ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମୟ କୁମାର ମହାପାତ୍ର। ଅତୀତରେ ଓଡ଼ିଆ ଆଲବମ୍ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ […]