ଜି-ଷ୍ଟୁଡିଓଜ୍, ବୋନି କପୁର, ଅରୁଣଭା ଜୟ ସେନଗୁପ୍ତ ଓ ଆକାଶ ଚାୱାଲାଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣ ହେଉଛି ନୂଆ ହିନ୍ଦୀ ଚଳଚ୍ଚିତ୍ର ‘ମଇଦାନ’। ଏଥିରେ ଅବଦୁଲ୍ ରହିମ୍ ଭୂମିକାରେ ଅଜୟ ଦେବଗନ୍ ଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ପ୍ରିୟାମଣି, ଗଜରାଜ ରାଓ, ରୁଦ୍ରାଣୀ ଘୋଷ ଏବଂ ନିତାଂଶୀ ଗୋଏଲ୍। କିଛିଦିନ ତଳେ କୋଭିଡ୍-୧୯ରେ ଆକ୍ରାନ୍ତ ଥିବା ଅମିତ୍ ରବିନ୍ଦରନାଥ ଶର୍ମା ଏବେ ଆରୋଗ୍ୟ ହେଇଛନ୍ତି। ସେ କହିଛନ୍ତି ଏଇ ଚଳଚ୍ଚିତ୍ର ତିଆରି କରିବା ପୂର୍ବରୁ […]