ଖେଳ

ଆଇପିଏଲ୍‌ ସମ୍ପୂର୍ଣ୍ଣ ନହେ‌ଲେ ୨୫୦୦ କୋଟି କ୍ଷତି ହେବ: ଗାଙ୍ଗୁଲି

ନୂଆଦିଲ୍ଲୀ : ଅଧାରୁ ସ୍ଥଗିତ ଥିବା ଆଇପିଏଲ୍‌-୨୧ ଯଦି ସମ୍ପୂର୍ଣ୍ଣ କରିବାରେ ଆମେ ବିଫଳ ହେଉ ତେବେ ବିସିସିଆଇ ପ୍ରାୟ ୨୫୦୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଏକ ପ୍ରାରମ୍ଭିକ ଆକଳନରୁ କହିଛନ୍ତି ସଭାପତି ସୌରଭ ଗାଙ୍ଗୁଲି। ଅଂଶଗ୍ରହଣକାରୀ ୮ ଫ୍ରାଞ୍ଚାଇଜ୍‌ ମଧ୍ୟରୁ ୪ଟିର ଦଳୀୟ ଅଧିକାରୀ ଓ ଖେଳାଳି କୋଭିଡ୍‌-୧୯ ଭୂତାଣୁରେ ସଂକ୍ରମିତ ହେବା ପରେ ଚଳିତ ସପ୍ତାହରୁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି। ୨୯ ମ୍ୟାଚ୍‌ ଖେଳା ସରିଥିବା ବେଳେ ଅବଶିଷ୍ଟ ୩୧ ମ୍ୟାଚ୍‌ […]

ମନୋରଞ୍ଜନ

କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହେଲେ କଙ୍ଗନା ରଣାୱତ୍‌

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରଣାୱତ୍‌ କୋଭିଡ୍‌-୧୯+ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ‘ଇନ୍‌ଷ୍ଟାଗ୍ରାମ୍‌’ରେ ତାଙ୍କର ପ୍ରଶଂସକ ଓ ଅନୁଗାମୀମାନଙ୍କୁ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସୂଚନା ଦେଇ ସେ ଏ କଥା ଉଲ୍ଲେଖ କରିଛନ୍ତି। ଯୋଗମୁଦ୍ର‌ାରେ ଉପବିଷ୍ଟ ଫଟୋ ସେୟାର୍‌ କରି ଅଭିନେତ୍ରୀ ରଣାୱତ୍‌ କୋଭିଡ୍‌-୧୯କୁ ‘ତୀବ୍ର ସମାଲୋଚନାର ସରବ୍ୟ ହେଉଥିବା ସାମାନ୍ୟ ସର୍ଦ୍ଦ’ କହିବା ସହ ତାକୁ ବିନାଶ କରିବେ ବୋଲି କହିଛନ୍ତି। ରଣାୱତ୍‌ ଲେଖିଛନ୍ତି, ଅଳ୍ପ କିଛି ଦିନ ହେବ ମୋର ଆଖି ସାମାନ୍ୟ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୃଷ: କାମରେ ବ୍ୟସ୍ତ ରହିବା ହେତୁ ପିଲାଙ୍କୁ କମ୍ ସମୟ ଦେଇପାରିବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବେପାରରେ ଲାଭ ହେବ। ମିଥୁନ: କାମରେ ଲାଗି ରହିଥିବା ଅବରୋଧ ଦୂର ହେବ। ବନ୍ଧୁ ସହଯୋଗର ହାତ ବଢ଼ାଇବେ। ପାରିବାରିକ ଜୀବନ ସୁଖଦ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। କର୍କଟ: ଦିନଟି ମହତ୍ତ୍ବପୂର୍ଣ୍ଣ […]

ମନୋରଞ୍ଜନ

କୋଭିଡ୍ ଲଢେଇରେ ସାହାଯ୍ୟର ହାତ ବଢାଇଲେ ଷ୍ଟାର୍ ଦମ୍ପତି: ଆରମ୍ଭ କଲେ ଅଭିଯାନ

ମୁମ୍ବାଇ ୦୭/୦୫ : ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ବିରୋଧରେ ଲଢ଼ିବାକୁ ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ବିରାଟ ଓ ଅନୁଷ୍କା କୋଭିଡ ଲଢେଇରେ କୋଟିଏ ଟଙ୍କା ଦାନ କରିଛନ୍ତି । ଏହି ଦମ୍ପତିଙ୍କ ଉଦ୍ଦେଶ୍ୟ କରୋନା ବିରୋଧୀ ଲଢେଇ ପାଇଁ ୭ କୋଟି ଟଙ୍କା ଯୋଗାଡ କରିବା । ଦମ୍ପତି ସାଧାରଣ ଜନତାଙ୍କ ଠାରୁ ଧନ ସଂଗ୍ରହ କରୁଥିବା ସଂସ୍ଥା କେଟୋ ଜରିଆରେ ଏହି […]

ଖେଳ

ଓଡ଼ିଶା ସହ ଯୋଡ଼ିହେଲେ କିଂବଦନ୍ତି ଫୁଟ୍‌ବଲର୍‌ ଭିଲା

ଭୁବନେଶ୍ବର: ଓଡ଼ିଶା ଏଫସି ସହ ଯୋଡ଼ି ହୋଇଛନ୍ତି କିଂବଦନ୍ତି ଫୁଟ୍‌ବଲର୍‌ ଡେଭିଡ୍‌ ଭିଲା। ସ୍ପେନ୍‌ ପାଇଁ ୯୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଏହି ତାରକା ଷ୍ଟ୍ରାଇକର୍‌ ଏକଦା ଫିଫା ବିଶ୍ବକପ୍ ଅଲ୍‌ଷ୍ଟାର୍‌ ଦଳରେ ସ୍ଥାନ ପାଇଥିଲେ। ଓଏଫ୍‌ସିର ଫୁଟ୍‌ବଲ୍‌ ସମିତିରେ ଯୋଗଦେବା ପରେ ସେ ଏହାର ଗ୍ଲୋବାଲ୍‌ ଫୁଟ୍‌ବଲ୍‌ ଅପରେସନ୍ସ ମୁଖ୍ୟ ଭାବେ କାମ କରିବେ। ଓଏଫ୍‌ସି ସହ ଯୋଗଦେବା ପରେ ଭିଲା କହିଛନ୍ତି ‘‘ମୁଁ ମୋ ଅଭିଜ୍ଞତାକୁ ଉପ‌‌ଯୋଗ କରିବି। ଭାରତରେ ମୁଁ ଫୁଟ୍‌ବଲ୍‌ ଖେଳିନାହିଁ, […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ଧୈର୍ଯ୍ୟ ଧରି କାମ କରନ୍ତୁ। ସବୁ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟାଙ୍କର ଋଣ ସମ୍ବନ୍ଧୀୟ କୌଣସି କାମ ପୂରା ହେବ। ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ କୌଣସି ବିବାଦ ହୋଇପାରେ। କୋର୍ଟ କଚେରି ମାମଲାରେ ପଶିପାରନ୍ତି। ମିଥୁନ: ଆପଣ ସକାରାତ୍ମକ ଶକ୍ତିରେ ଭରପୂର ରହିବେ। ସମାଜରେ ଆପଣଙ୍କର ଯଶ ଖ୍ୟାତି ବଢ଼ିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। […]

ମନୋରଞ୍ଜନ

ପରପାରିରେ ଜଣାଶୁଣା ଅଭିନେତ୍ରୀ ଶ୍ରୀପଦା : କରୋନାରେ ଉଡିଗଲା ପ୍ରାଣବାୟୁ

ମୁମ୍ୱାଇ ୬/୫: ବଲିଉଡରେ ଲାଗିଛି କରୋନା ଗ୍ରହଣ । ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି କିଲର ଭାଇରସ । ଜଣାଶୁଣା ଅଭିନେତ୍ରୀ ଶ୍ରୀପ୍ରଦାଙ୍କର କରୋନାରେ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ହେବ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ । ୮୦ ଏବଂ ୯୦ ଦଶକରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରୀପଦା ‘ଆଗ କେ ଶୋଲେ’, ‘ଖୁନ୍ କି ପ୍ୟାସି’, ‘ବେୱଫା ସନମ୍’, ‘ଟାଇମ୍ କି ସ୍ପିଡ୍’ […]

ଖେଳ

କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ

ନୂଆଦିଲ୍ଲୀ ୬।୫: ପୂର୍ବତନ ରଣଜୀ କ୍ରିକେଟର ବିବେକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ । କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ବିବେକଙ୍କୁ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି । ବିବେକ ରାଜସ୍ଥାନ ପାଇଁ ମଧ୍ୟ ଖେଳିସାରିଛନ୍ତି […]

ମନୋରଞ୍ଜନ

ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି କୌନ୍‌ ବନେଗା କରୋଡପତି ସିଜିନ୍‌-୧୩

ମୁମ୍ବାଇ: କରୋନା ମହାମାରୀ ପାଇଁ ଲକଡାଉନ୍ ଏବଂ ସଟଡାଉନ୍ ଭିତରେ ଫିଲ୍ମ ଏବଂ ଟିଭି ସିରିଜ୍ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି । ଆଉ ଏହାରି ଭିତରେ ଆପଣମାନଙ୍କ ପାଇଁ ଆସିଛି ଆଉ ଏକ ଖୁସିଖବର । ଖୁବଶୀଘ୍ର ଆପଣମାନଙ୍କ ମନୋରଞ୍ଜନକୁ ଦୁଇଗୁଣା କରିବା ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଗେମ୍ ସୋ’ କୌନ ବନେଗା କରୋଡପତି ନିଜର ନୂଆ ସିଜିନ୍ ସହ ଆସୁଛି । ଏହି ସୋ’ ପାଇଁ ରେଜିଷ୍ଟ୍ରେସନର ତାରିଖ ମଧ୍ୟ ଘୋଷଣା […]

ମନୋରଞ୍ଜନ

ନିର୍ମାଣ ହେଉଛି ନୂଆ ହିନ୍ଦୀ ଚଳଚ୍ଚିତ୍ର ‘ମଇଦାନ’

ଜି-ଷ୍ଟୁଡିଓଜ୍, ବୋନି କପୁର, ଅରୁଣଭା ଜୟ ସେନଗୁପ୍ତ ଓ ଆକାଶ ଚାୱାଲାଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣ ହେଉଛି ନୂଆ ହିନ୍ଦୀ ଚଳଚ୍ଚିତ୍ର ‘ମଇଦାନ’। ଏଥିରେ ଅବଦୁଲ୍ ରହିମ୍ ଭୂମିକାରେ ଅଜୟ ଦେବଗନ୍ ଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ପ୍ରିୟାମଣି, ଗଜରାଜ ରାଓ, ରୁଦ୍ରାଣୀ ଘୋଷ ଏବଂ ନିତାଂଶୀ ଗୋଏଲ୍। କିଛିଦିନ ତଳେ କୋଭିଡ୍-୧୯ରେ ଆକ୍ରାନ୍ତ ଥିବା ଅମିତ୍ ରବିନ୍ଦରନାଥ ଶର୍ମା ଏବେ ଆରୋଗ୍ୟ ହେଇଛନ୍ତି। ସେ କହିଛନ୍ତି ଏଇ ଚଳଚ୍ଚିତ୍ର ତିଆରି କରିବା ପୂର୍ବରୁ […]