ହେମା ମାଳିନୀଙ୍କ ସେକ୍ରେଟାରୀଙ୍କ କରୋନାରେ ଦେହାନ୍ତ, ଟ୍ୱିଟ୍ କରି ଜଣାଇଲେ ଅଭିନେତ୍ରୀ
ନୂଆଦିଲ୍ଲୀ ୦୯/୦୫: ବିଶିଷ୍ଟ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ସେକ୍ରେଟାରୀ ମେହେତା ଜୀଙ୍କ କରୋନା ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି । ହେମା ମାଳିନୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ମେହେତା ଜୀଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହେମା ମାଳିନୀ ଟୁଇଟ୍ କରି କହିଛନ୍ତି, “ଅତ୍ୟନ୍ତ ଦୁଃଖର ସହିତ ମୋର ୪୦ ବର୍ଷର ସହଯୋଗୀ […]