ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

କୁମ୍ଭରେ ଶାହୀ ସ୍ନାନକୁ ନେଇ ଟ୍ୱିଟ୍ କରିବା ପଡିଲା ମହଙ୍ଗା: ଲୋକପ୍ରିୟ ଅଭିନେତାଙ୍କୁ ଜୀବନରେ ମାରିଦେବାକୁ ଧମକ୍

ମୁମ୍ବାଇ ୧୫/୦୪ : ହରିଦ୍ୱାରରେ ଜାରି ରହିଥିବା ମହାକୁମ୍ଭ ମେଳାକୁ ନେଇ ଏକ ପୋଷ୍ଟ ସେୟାର କରିବା ପରେ ଟିଭି ଅଭିନେତା କରଣ ବାହୀଙ୍କୁ ଘୃଣ୍ୟ ସନ୍ଦେଶ ଓ ଜୀବନରେ ମାରିଦେବାକୁ ଧମକ ମିଳୁଛି। ଅଭିନେତା କରଣ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରଣ ବାହୀ କହିଛନ୍ତି କୋଭିଡ ମହାମାରୀ ସମୟରେ କୁମ୍ଭ ମେଳାରେ ନାଗା ସାଧୁଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଅପମାନଜନକ ମେସେଜ ଓ ଜୀବନରେ ମାରିଦେବାକୁ ଧମକ ମିଳୁଛି। […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଅଫଲାଇନ୍ ନୁହେଁ, ଅନଲାଇନରେ ହେଉ ପରୀକ୍ଷା ; ଏପରି ଦାବି ନେଇ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର/କଟକ ୧୫।୦୪ : ଅଫଲାଇନ୍ ନୁହେଁ, ଅନଲାଇନରେ ପରୀକ୍ଷା କରିବାକୁ ଦାବି । ଏପରି କିଛି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଓ ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାୟରେ ସ୍ଥିତି ଚିନ୍ତାଜନକ ହୋଇଛି । ଯାହାକୁ ଦେଖି ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ବ୍ୟସ୍ତ ହୋଇପଡିଛନ୍ତି । ରାଜଧାନୀ ସମେତ […]

ଖେଳ ଦେଶ ବିଦେଶ ରାଜ୍ୟ

ଆଇପିଏଲ୍ ମହାସଂଗ୍ରାମ : ଆଜି ରାଜସ୍ଥାନ-ଦିଲ୍ଲୀ ମୁହାଁମୁହିଁ, ପନ୍ତ୍‌ଙ୍କୁ ଟକ୍କର ଦେବେ ସଞ୍ଜୁ

ମୁମ୍ବାଇ : ଆଇପିଏଲ୍‌ର ସପ୍ତମ ଦିବସରେ ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ। ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ ଦିଲ୍ଲୀ ଦଳର ନେତୃତ୍ବ ନେଉଛନ୍ତି। ଉଭୟେ ଆଇପିଏଲ୍‌ରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ଅଧିନାୟକ ଭାବେ ପ୍ରଥମ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ ହସ୍ପିଟାଲ ପୁନଃକାର୍ଯ୍ୟକ୍ଷମ ନେଇ ସ୍ଥିତି ଅନୁଧ୍ୟାନ କରିବାକୁ ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ପୂର୍ତ୍ତ ସଚିବ

ବାଲେଶ୍ବର: ଆଜି ସକାଳେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଦିନିକିଆ ବାଲେଶ୍ବର ଗସ୍ତରେ ଆସିଛନ୍ତି। ସଚିବମାନେ ସକାଳ ୭ଟା ୪୦ମିନିଟ ସମୟରେ ହେଲିକପ୍ଟର ଯୋଗେ ଆସି ବାଲେଶ୍ବର ସହରର ପୁଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇଥିଲେ। ୩ ସଚିବଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମୁଖ୍ୟ ଶାସନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋରାନ୍‌ ସଂକ୍ରାନ୍ତ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ, ଆବେଦନକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ: ମୁସଲିମ ଧର୍ମଗ୍ରନ୍ଥ କୋରାନ୍‌ର ନିର୍ଦ୍ଦିଷ୍ଟ୨୬ଟି ଶ୍ଳୋକ (ଆୟାତ)କୁ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହିତ ଆବେଦନକାରୀ ତଥା ଉତ୍ତରପ୍ରଦେଶର ସିଆ ​କେନ୍ଦ୍ରୀୟ ଵାକଫ୍‌ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ସୟଦ ଵାସିମ ରିଜ୍‌ବିଙ୍କ ଉପରେ ଅଦାଲତ ଏଭଳି ଆବେଦନ ପାଇଁ ୫୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ମାମଲାରେ ରିଜ୍‌ବି ଦର୍ଶାଇଥିଲେ ଯେ ସଂପୃକ୍ତ ୨୬ଟି ଶ୍ଳୋକ ମୂଳ କୋରାନ୍‌ର ଅଂଶବିଶେଷ ନୁହେଁ। ଏହାକୁ ପରବର୍ତ୍ତୀ ସଂସ୍କରଣମାନଙ୍କରେ […]

ଖେଳ ଦେଶ ବିଦେଶ ରାଜ୍ୟ

ଆଇପିଏଲ୍‌ ମହାସଂଗ୍ରାମ: କୋଲକାତା ନାଇଟ୍ ରାଇଡର୍ସ-ମୁମ୍ବାଇ ଇଣ୍ଡିଆନ୍ସ ଭେଟ ଆଜି

ଚେନ୍ନାଇ : ଚଳିତ ଆଇପିଏଲ୍‌ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ସହିତ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ହେବ। ଉଭୟ ଦଳ ନିଜ ନିଜ ଦ୍ବିତୀୟ ମ୍ୟାଚ୍‌ ଖେଳିବେ। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିପରୀତ ଫଳାଫଳ ପାଇଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ରୋମାଞ୍ଚକ ଭାବେ ପରାସ୍ତ କରିଥିଲା। ରବିବାର କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ନିଜ ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦୁ ୧୮୮ ରନ୍‌ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଦେଇନଥିଲା। ତେଣୁ କେକେଆର୍‌ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସାମ୍ନାକୁ ଆସିଲା ଅଭାବନୀୟ ଘଟଣା: ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାରେ ମାଳୀ ସଂଗ୍ରହ କରୁଛି ସ୍ବାବ ନମୁନା

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦେଶରେ ଏବେ କରୋନା ଭୂତାଣୁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ମଧ୍ୟପ୍ରଦେଶର‌ ସାଞ୍ଚିରେ ଥିବା ଏକ ଡାକ୍ତରଖାନାରେ ଜଣେ ମାଳୀ ନମୁନା ସଂଗ୍ରହ କରୁଥିବା ଦେଖାଯାଇଛି। ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟପ୍ରଦେଶରେ ଜଣେ ମାଳୀ ନମୁନା ସଂଗ୍ରହ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ସରକାରୀ ଡାକ୍ତରଖାନାରେ ମାଳୀ ଭାବେ କାମ କରୁଥିବା ହଲକେ ରାମଙ୍କୁ ଡାକ୍ତରଖାନା […]

ଖେଳ ଦେଶ ବିଦେଶ

ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନେସ ଏୟାର୍ସ: ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ନେଇ ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ହକି ଦଳ ସେଠାରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି। ୬ ମ୍ୟାଚ୍ ବିଶିଷ୍ଟ ଗସ୍ତରେ ଭାରତ ୪ଟି ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଅନ୍ତର୍ଗତ ୨ଟି ଲଢ଼େଇରେ ଅବତ୍ତୀର୍ଣ୍ଣ ହେବ। ମଙ୍ଗଳବାର ଗସ୍ତର ପ୍ରଥମ ମୁକାବିଲାରେ କିନ୍ତୁ ଭାରତ ଚମତ୍କାର ଢଙ୍ଗରେ ୪-୩ ଗୋଲ୍‌ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ପରାସ୍ତ କରିଛି। […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସରାଙ୍ଗ ଆଇଜିଆଇଟି କଲେଜରେ ବିଟେକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇଜିଆଇଟି) କ୍ୟାମ୍ପସରେ ବିଟେକ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ରେଜଲ୍ଟକୁ ନେଇ ଆନ୍ଦୋଳନ କରିଛନ୍ତି। କରୋନା କଟକଣା ଭିତରେ ବିଟେକ ଛାତ୍ରଛାତ୍ରୀମାନେ ଅନଲାଇନରେ ପରୀକ୍ଷା ଦେଇଥିଲେ । ତେବେ ସେମାନଙ୍କର ରେଜଲ୍ଟ ନୈରାଶ୍ୟ ଜନକ ହୋଇଥିବା ବେଳେ କିଛି ପିଲାଙ୍କ ରେଜଲ୍ଟ ପ୍ରକାଶିତ ହୋଇ ନଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦାୟିତ୍ବର ମୁଖ୍ୟ ଏମ.ଡି ଖାନଙ୍କୁ ଜଣାଇଥିଲେ । ମାତ୍ର ସେ କୌଣସି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଲାଗୁ ହେଲା ନାଇଟ କର୍ଫ୍ୟୁ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ […]