କୋଭିଡ୍ର ଦ୍ବିତୀୟ ‘ତୋଫାନ’ ଭାରତକୁ ବିପର୍ଯ୍ୟସ୍ତ କରି ପକାଇଛି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: କୋଭିଡ୍-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା କିନ୍ତ, ଏଥରର ‘ତୋଫାନ୍’ ଦେଶକୁ ବିପର୍ଯ୍ୟସ୍ତ କରି ପକାଇଛି। କୋଭିଡ୍ର ଏହି ପ୍ରବାହକୁ ମୁକାବିଲା କରିବା ନିମନ୍ତେ ଔଷଧ ଶିଳ୍ପ, ଅମ୍ଳଜାନ ଉତ୍ପାଦନ ଆଦି ଅନେକ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍କି ବାତ୍’ର ୭୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଲେ ଯେ, କୋଭିଡ୍-୧୯ ଆମର […]