ପ୍ରଥମ ଦେଖାରେ ପ୍ରେରଣାଙ୍କୁ ହୃଦୟ ଦେଇ ବସିଥିଲେ ଶରମନ ଯୋଶୀ
ନୂଆଦିଲ୍ଲୀ ୨୮/୦୪: ବଲିଉଡ ଅଭିନେତା ଶରମନ ଯୋଶୀ ୪୨ ବର୍ଷ ବୟସରେ ପାଦ ଥାପିଲେଣି । ସେ ୧୭ ମାର୍ଚ୍ଚ ୧୯୭୯ ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମରାଠୀ ପରିବାରର, କିନ୍ତୁ ତାଙ୍କ ବାପା ଅରବିନ୍ଦ ଯୋଶୀ ଗୁଜରାଟୀ ଥିଏଟରର ଜଣେ ଦିଗଜ ଅଭିନେତା ଥିଲ । ଏହା ବ୍ୟତୀତ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଏଟର ସହିତ ଜଡିତ । ଶରମନ ନିଜେ ମଧ୍ୟ ଥିଏଟରକୁ ବହୁତ ଭଲ […]