ମନୋରଞ୍ଜନ

ସୋନୁ ସୁଦ ଲଞ୍ଚ କଲେ ‘ମାଗଣା କୋଭିଡ ହେଲପ,’ ଘରେ ବସି କରୋନା ପରୀକ୍ଷା ଠାରୁ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ

ମୁମ୍ବାଇ: କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚରେ ଲାଗୁ ହୋଇଥିବା ଲକଡାଉନ ପରେ ଅଭିନେତା ସୋନୁ ସୁଦ ଚର୍ଚ୍ଚାରେ ରହିଥିଲେ। ସେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ପାଇଁ ପ୍ରଥମେ କାମ ଆରମ୍ଭ କରିଥିଲେ । କେବଳ ‌ଯେ ସେ ଶ୍ରମିକଙ୍କୁ ଘରେ ପହଞ୍ଚାଇଥିଲେ ତାହା ନୁହେଁ, ଲୋକଙ୍କ ପାଇଁ ରୋଜଗାରର ବ୍ୟବସ୍ଥା ମଧ୍ୟ କରାଇଥିଲେ। ବର୍ତ୍ତମାନ ଦେଶରେ କରୋନାର ଦ୍ବିତୀୟ ଲହର ହେତୁ ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ହସ୍ପିଟାଲରେ […]

ଖେଳ

ମଧ୍ୟକ୍ରମ ଦେଉଛି ରୋହିତଙ୍କୁ ମୁଣ୍ଡବ୍ୟଥା

ଆଇପିଏଲ୍-୨୦୨୧ ଆରମ୍ଭ ହେବା ପୂର୍ବରୁ ସନ୍ତୁଳିତ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ପୁଣି ଥରେ ଟାଇଟଲ ଫେବରିଟ୍ ଆଖ୍ୟା ମିଳିଥିଲା। ବହୁ ତାରକା ଖେଳାଳିଙ୍କ ଉପସ୍ଥିତି ପାଇଁ ଏହି ଦଳ ପରମ୍ପରା ଭାଙ୍ଗି ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିବ ବୋଲି ଆଶା କରାଯାଉଥିଲା। ହେଲେ ଗତ ୬ ସଂସ୍କରଣ ଭଳି ଏଥର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ତା’ର ଅଭିଯାନ ଆରମ୍ଭ କଲା। ତା ପରେ ଲଗାତାର ଛୋଟିଆ ସ୍କୋର କରି ପରାଜୟ ପରେ ପରାଜୟ ବରଣ କଲା। […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କରୋନା କାଳରେ ଡ୍ରପ୍‌-ଆଉଟ୍‌ ଚିନ୍ତା: ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ

ଭୁବନେଶ୍ବର : ପିଲାଙ୍କ ପାଠପଢ଼ାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସ୍କୁଲ ଖୋଲି ପାରୁନି। କ୍ଲାସରୁମ୍‌ ଶିକ୍ଷା ବି ହେଉନି। ଏଭଳି ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘାରିଲାଣି ଡ୍ରପ୍ଆଉଟ୍ ଚିନ୍ତା। କରୋନା କାଳରେ ପିଲାମାନେ ଅଧାରୁ ପାଠ ଛାଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦେଶର କେତେକ ସ୍ଥାନରେ ବାଲ୍ୟବିବାହ ଦୃଷ୍ଟିଗୋଚର ହୋଇଛି। ଆଉ କିଛି ସ୍ଥାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାମାନେ ଅଧାରୁ ପାଠପଢ଼ା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବେଙ୍ଗାଲୁରୁ: ଫୋନ୍‌ ସୁଇଚ୍‌ ଅଫ୍ କରି ୩୦୦୦ କୋଭିଡ୍‌ ଆକ୍ରାନ୍ତ ନିଖୋଜ, ତଲାସ ଆରମ୍ଭ କରିବ ପୁଲିସ

ବେଙ୍ଗାଲୁରୁ: ସରକାରୀ କର୍ତ୍ତୃପକ୍ଷମାନେ କୋଭିଡ୍‌ ସଙ୍କଟ ମୁକାବିଲା କରି ଭାରାକ୍ରାନ୍ତ ହୋଇଥିବା ବେଳେ ବେଙ୍ଗାଲୁରୁ ସହରରୁ ଚିହ୍ନଟ ହୋଇଥିବା ପ୍ରାୟ ୩୦୦୦ ସଂକ୍ରମିତ ବ୍ୟକ୍ତି ଏବେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ଫଳରେ ନିଖୋଜ ଆକ୍ରାନ୍ତମାନଙ୍କର ସନ୍ଧାନ ନିମନ୍ତେ ସରକାର ପୁଲିସର ସହାୟତା ନେଇଛନ୍ତି। କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର୍‌ ଅଶୋକ ଦାବି କରିଛନ୍ତି ଯେ, ଗତ ଅଳ୍ପ କିଛି ଦିନ ହେବ ରାଜ୍ୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଛି। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି କାରଣରୁ ଯେତେ ଶୀଘ୍ର ସମ୍ଭବ ଭାରତରୁ ଫେରିଆସିବା ପାଇଁ ନାଗରିକମାନଙ୍କୁ କହିଲା ଆମେରିକା

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ମାମଲା ତୀବ୍ର ବେଗରେ ବୃଦ୍ଧିପାଉଥିବା ବାତାବରଣରେ ଭାରତକୁ ନ ଯିବା ପାଇଁ ଏବଂ ଯେଉଁମାନେ ଭାରତରେ ଅଛନ୍ତି ନିରାପଦ ସମ୍ଭବ ମନେହେଉଥିଲେ ଯଥା ଶୀଘ୍ର ସମ୍ଭବ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ଲାଗି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ତା’ର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗଦ୍ବାରା ଜାରି ଏହି ପର୍ଯ୍ୟଟନ ପରାମର୍ଶନାମାରେ ଭାରତକୁ ୪ର୍ଥ ସ୍ତର ବା ସର୍ବୋଚ୍ଚ ସ୍ତରରେ ରଖି କୁହାଯାଇଛି ଯେ, ଭାରତରେ ସବୁ ପ୍ରକାରର ଡାକ୍ତରୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଜରୁରୀ ଅଟେ ଭିଟାମିନ୍ ସି’, ଖାଆନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ ୨୯/୦୪: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହୋଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ଆମେ ଆପଣଙ୍କୁ ଏପରି ଭିଟାମିନ୍ ବିଷୟରେ କହିବୁ, ଯାହା ଡାକ୍ତରମାନେ ମଧ୍ୟ ଏହାର ଗ୍ରହଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ ସି ବିଷୟରେ – ଡାକ୍ତରମାନେ ଏହା […]

ମନୋରଞ୍ଜନ

ଫିଲ୍ମ ନିର୍ଦ୍ଦେଶକ ଥାମିରାଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ

ଚେନ୍ନାଇ ୨୮/୦୪ : ଆଉ ନାହାନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଦେଶକ ଥାମିରା । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ମାୟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ପ୍ରସିଦ୍ଧ ତାମିଲ ଫିଲ୍ମ ଆନ୍‌ ଦେବାଢାଇ, ରେଟ୍ଟାଇ ସୁଝି ଭଳି ହିଟ୍‌ ତାମିଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । କେ. ବାଲାଚନ୍ଦର ଏବଂ ଭାରତୀରାଜାଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ […]

ଖେଳ

ନଟରାଜନଙ୍କ ସଫଳ ଅସ୍ତ୍ରୋପଚାର, ବିସିସିଆଇକୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ୟର୍କର ସ୍ପେଶାଲିଷ୍ଟ୍‌ ଟି ନଟରାଜନଙ୍କ ଆଣ୍ଠୁରେ ମଙ୍ଗଳବାର ସଫଳ ଅସ୍ତ୍ରୋପଚାର ହୋଇଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ସମସ୍ୟାରେ ପଡ଼ିଥିବା ଏହି ଖେଳାଳି ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ରେ ମାତ୍ର ୨ ମ୍ୟାଚ୍‌ ଖେଳିପାରିଥିଲେ। ଅସ୍ତ୍ରୋପଚାର ପରେ ନଟରାଜନ ବିସିସିଆଇ ଏବଂ ଡାକ୍ତରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପରେ ସେ ଏନସିଏରେ ପୁନଃଥଇଥାନ କାର୍ଯ୍ୟକ୍ରମ‌ରେ ସାମିଲ ହୋଇଥିଲେ ମଧ୍ୟ ୧୦୦ ପ୍ରତିଶତ ଫିଟ୍‌ ‌‌ହୋଇପାରିନଥିଲେ। ଗତବର୍ଷ ଆଇପିଏଲ୍‌ରେ ଚହଳ […]

ଖେଳ

ଦିଲ୍ଲୀକୁ ୧ ରନ୍‌ରେ ହରାଇଲା ବାଙ୍ଗାଲୋର୍‌,

ଅହମଦାବାଦ: ଆଇପିଏଲ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୧ ରନ୍‌ରେ ପରାସ୍ତ କରିଛି। ଏଥି ସହ ବିରାଟ କୋହଲିଙ୍କ ଦଳ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପୁଣି ପଏଣ୍ଟ ଟେବୁଲ୍ ଶୀର୍ଷକୁ ଉଠିଛି। ଦିଲ୍ଲୀ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଛି। ଏବି ଡି’ଭିଲିୟର୍ସଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ୧୭୧ ରନ୍‌ କରିଥିବା ବାଙ୍ଗାଲୋର୍‌ ମହମ୍ମଦ ସିରାଜଙ୍କ ୟର୍କର ଭରା ଶେଷ ଓଭର କାରଣରୁ ଦିଲ୍ଲୀକୁ ୧୭୦ […]

ମନୋରଞ୍ଜନ

ଅକ୍ଷୟ କୁମାର-ଟ୍ୱିଙ୍କଲ ଖାନ୍ନା ଦାନ କଲେ ୧୦୦ ଅକ୍ସିଜେନ୍ କନସେନଟ୍ରେଟର

ନୂଆଦିଲ୍ଲୀ ୨୮/୦୪: ସମଗ୍ର ଦେଶ ଏହି ସମୟରେ ବହୁତ କଠିନ ପରିସ୍ଥିତି ଦେଇ ଗତି କରୁଛି । ଦେଶରେ ବ୍ୟାପିଥିବା କରୋନା ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । ଏହି ସମୟରେ ଅନେକ ରାଜ୍ୟର ଡାକ୍ତରଖାନାରେ ବେଡ୍, ଅକ୍ସିଜେନ୍ ଏବଂ ଔଷଧର ଅଭାବ ଦେଖାଦେଇଛି । ଏଥି ମଧ୍ୟରେ ଅକ୍ଷୟ କୁମାର କରୋନା ବିରୋଧରେ ଯୁଦ୍ଧ କରୁଥିବା ଲୋକଙ୍କ ଜୀବନ ରକ୍ଷା କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦେଶରେ ଚାଲିଥିବା କଠିନ ପରିସ୍ଥିତିକୁ […]