ମାତ୍ର ୧୫ ଦିନ ଛୁଟିରେ ପ୍ରସ୍ତୁତି କଲେ : ବନିଗଲେ ଆଏଏସ୍
କନକ ବ୍ୟୁରୋ: ଚାକିରିରୁ ନେଲେ ମାତ୍ର ୧୫ ଦିନର ଛୁଟି । ଆଉ ଏତିକି ଦିନର ପ୍ରସ୍ତୁତିରେ ହେଲେ ଆଇଏଏସ୍ । ଆମେ କହୁଛୁ ସୁରଟର କାର୍ତ୍ତିକ ଜିବାନୀଙ୍କ କଥା । ଆଇପିଏସ୍ ଥିଲେ କାର୍ତ୍ତିକ । ହେଲେ ଆଇଏଏସ୍ ପ୍ରତି ଥିବା ତାଙ୍କ ମୋହ ଯାଇନଥିଲା । କିନ୍ତୁ ବ୍ୟସ୍ତପୂର୍ଣ୍ଣ ଆଇପିଏସ୍ ଚାକିରିରୁ ନେଇଥିଲେ ମାତ୍ର ୧୫ ଦିନର ଛୁଟି ।ଏତିକି ମାତ୍ର୍ର ଦିନରେ କରିଥିଲେ ଆଇଏଏସ୍ ପାଇଁ ପ୍ରସ୍ତୁତି ।ଆଉ ୟୁପିଏସସିରେ ଅଧିକାର କଲେ […]