ମନ୍ତ୍ରୀଙ୍କ ହତ୍ୟା ରହସ୍ୟ ଫିଟିନି, ୩୬ ଘଣ୍ଟା ପରେ ବି ଅନ୍ଧାରରେ ପୂରା ରାଜ୍ୟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଝାରସୁଗୁ଼ଡା/ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ଗୋପାଳ ଦାସ ଗୁଳି ମାରିଥିବା କ୍ରାଇମବ୍ରାଞ୍ଚ ଜେରା ବେଳେ ସ୍ବୀକାର କରିଛନ୍ତି। ହେଲେ କାହିଁକି ଗୋପାଳ ଗୁଳିମାରିଲେ? ଏମିତି କି ଚାପ ଥିଲା ଯେ ମନ୍ତ୍ରୀଙ୍କୁ ହତ୍ୟା କରିବା ଭଳି […]

