ରାଜ୍ୟ

ଲଢ଼ୁଆ ବିମାନର ଯନ୍ତ୍ରାଂଶ ନିର୍ମାଣ ପାଇଁ ହାଲ୍‌କୁ ମିଳିଲା ବଡ଼ ଅର୍ଡର

ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର କୋରାପୁଟ ବିଭାଗ ସୁନାବେଡ଼ାରେ ଉତ୍ପାଦିତ ସୁଖୋଇ ୩୦ଏମକେଆଇ ବିମାନର ଏଏଲ-୩୧ଏଫପି ଏରୋ ଇଞ୍ଜିନ୍  ଭାରତୀୟ ବାୟୁସେନା(ଆଇଏଏଫ)ର ସୁଖୋଇ ବିମାନରେ ବ୍ୟବହାର କରାଯିବ। କୋରାପୁଟ: ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର କୋରାପୁଟ ବିଭାଗ ସୁନାବେଡ଼ାରେ ଉତ୍ପାଦିତ ସୁଖୋଇ ୩୦ଏମକେଆଇ ବିମାନର ଏଏଲ-୩୧ଏଫପି ଏରୋ ଇଞ୍ଜିନ୍  ଭାରତୀୟ ବାୟୁସେନା(ଆଇଏଏଫ)ର ସୁଖୋଇ ବିମାନରେ ବ୍ୟବହାର କରାଯିବ। କେନ୍ଦ୍ରସରକାରଙ୍କ ସୁରକ୍ଷା କ୍ୟାବିନେଟ୍ କମିଟି ପକ୍ଷରୁ ଏହି ଏରୋ ଇଞ୍ଜିନ୍‌କୁ […]

ରାଜ୍ୟ

ଝାଡଖଣ୍ଡରେ ଓଡ଼ିଆ ବିଦ୍ୟାଳୟକୁ ଅଣଦେଖା: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିଚ୍ଛିନ୍ନାଞ୍ଚଳ ଝାଡଖଣ୍ଡର ରାଜ୍ୟରେ ଓଡ଼ିଆ ବିଦ୍ୟାଳୟକୁ ଅଣଦେଖା ଘଟଣା। ପଶ୍ଚିମ ସିଂହଭୂମ ଜିଲ୍ଲାର ଓଡିଆ ମାଧ୍ୟମିକ ବିଦ୍ୟାଳୟ କେରା ଓଡିଆ ମାଧ୍ୟମିକ ବିଦ୍ୟାଳୟ ୧୮୮୫ ମସିହାରେ ସ୍ଥପିତ ହୋଇଥିଲା। ରାଇରଙ୍ଗପୁର: ବିଚ୍ଛିନ୍ନାଞ୍ଚଳ ଝାଡଖଣ୍ଡର ରାଜ୍ୟରେ ଓଡ଼ିଆ ବିଦ୍ୟାଳୟକୁ ଅଣଦେଖା ଘଟଣା। ପଶ୍ଚିମ ସିଂହଭୂମ ଜିଲ୍ଲାର ଓଡିଆ ମାଧ୍ୟମିକ ବିଦ୍ୟାଳୟ କେରା ଓଡିଆ ମାଧ୍ୟମିକ ବିଦ୍ୟାଳୟ ୧୮୮୫ ମସିହାରେ ସ୍ଥପିତ ହୋଇଥିଲା। ୨୦୧୯ ମସିହାରେ ୮ ଟି ଶ୍ରେଣୀଗୃହ ମଧ୍ୟରୁ ୬ ଟି ଶ୍ରେଣୀଗୃହକୁ ବିପଦ ସଂକୁଳ ଦର୍ଶାଇ […]

ରାଜ୍ୟ

ହାତୀକୁ ଘଉଡ଼ାଉଥିଲେ, ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା

ନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦନ୍ତା ହାତୀକୁ ଘଉଡ଼ାଉଥିବା ବେଳେ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦନ୍ତା ହାତୀକୁ ଘଉଡ଼ାଉଥିବା ବେଳେ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ […]

ରାଜ୍ୟ

ଗୁଣୁପୁର ଅଞ୍ଚଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଗୁଣୁପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତ ଫୁଲପୁଟି ଗାଁରେ ଆଜି ଏକ ହାତୀର ମୃତଦେହ ଦେଖିବାକୁ ମିଳିଛିI ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛିI ଗ୍ରାମବାସୀମାନେ ସକାଳୁ ହାତୀର ମୃତଦେହ ଦେଖି ଗୁଣୁପୁର ବନ ବିଭାଗକୁ ଖବର ଦେଇଥିଲେI ରାୟଗଡ଼ା/ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଆଜି ସକାଳେ ଏକ ହାତୀର ମୃତଦେହ ଠାବ କରାଯାଇଛି। ଭୀମପୁର ପଞ୍ଚାୟତ ଫୁଲପୁଟି ଗାଁରେ ଉକ୍ତ ହାତୀର ମୃତଦେହ ଦେଖିବାର ମିଳିଛି। ଏନେଇ ସ୍ଥାନୀୟ ଲୋକେ ବନ […]

ରାଜ୍ୟ

ଭୁବନେଶ୍ୱର ଆଇଆଇଟିର ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ!

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି। ଜଟଣୀ: ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି।ସୂଚନା ଅନୁଯାୟୀ, ଛାତ୍ରୀଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି […]

ରାଜ୍ୟ

ବରସୁଆଁ ଲୌହ ଖଣିରେ ସିବିଆଇ ଚଢ଼ଉ

ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ପୂର୍ବତନ ଇଡି ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଲ ଓ ପି.ସି ବରୁଆଙ୍କୁ ଜେରାର ସମ୍ମୁଖୀନ ହେବେ ବୋଲି ଜଣା ପଡ଼ିଛି | କୋଇଡ଼ା: ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ […]

ରାଜ୍ୟ

ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ: ମନ୍ତ୍ରୀ

ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଇ-କେୱାଇସି ଯାଞ୍ଚ ଚାଲିଛି। ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଇ-କେୱାଇସି ଯାଞ୍ଚ ଚାଲିଛି। ନୂଆ ରାସନ କାର୍ଡ ପାଇଁ […]

ଅପରାଧ

ବନ୍ଧାହେଲା ରଙ୍ଗିଲା ନକଲି ପୁଲିସ: ଟାର୍ଗେଟ୍‌ରେ କମ୍‌ ବୟସର ଯୁବତୀ

ଫେସ୍‌ବୁକ୍‌ରେ ଏକାଧିକ ଝିଅଙ୍କୁ ଫସାଇ ଶେଷରେ ଧରାପଡ଼ିଛି ନକଲି ରଙ୍ଗିଲା ଆଇଆଇସି। ଖଣ୍ଡଗିରି ଥାନା ପୁଲିସ ଏହି ନକଲି ପୁଲିକୁ ଗିରଫ ପରେ ଘଟଣା ପଦାକୁ ଆସିଛି। …….. ଭୁବନେଶ୍ବର: ଫେସ୍‌ବୁକ୍‌ରେ ଏକାଧିକ ଝିଅଙ୍କୁ ଫସାଇ ଶେଷରେ ଧରାପଡ଼ିଛି ନକଲି ରଙ୍ଗିଲା ଆଇଆଇସି। ଖଣ୍ଡଗିରି ଥାନା ପୁଲିସ ଏହି ନକଲି ପୁଲିକୁ ଗିରଫ ପରେ ଘଟଣା ପଦାକୁ ଆସିଛି। ସେ ହେଲା ଭଦ୍ରକ ଜିଲ୍ଲା ତୁମ୍ବାପାଡ଼ି ଅଞ୍ଚଳର ସୁବାସ କଅଁର ଓରଫ ମନୋଜ ମିଶ୍ର(୫୫)। ତା’ଠାରୁ ମୋବାଇଲ୍‌, […]

ରାଜ୍ୟ

ବିରୋଧୀ ସଦସ୍ୟଙ୍କ ହୋହଲ୍ଲା : ସାଢେ ୧୧ଟା ଯାଏ ଗୃହ ମୁଲତବୀ

ଆଜି ବିଧାନସଭା ଆରମ୍ଭରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ […]

ରାଜ୍ୟ

ନୂତନ ଶ୍ରେଣୀରେ ନାମ ଲେଖାଇପାରୁ ନାହାନ୍ତି ତିନି ଛାତ୍ର, ଜାଣନ୍ତୁ କାରଣ

କନ୍ଧମାଳ ଜିଲ୍ଲାରେ ଶିକ୍ଷା ହାର ବୃଦ୍ଧି କରିବା ସହ ଡ୍ରପ ଆଉଟ ସଂଖ୍ୟା କମେଇବାକୁ ସରକାର ଏବଂ ପ୍ରଶାସନ ଉଦ୍ୟମ କରୁଥିବା ବେଳେ କିଛି ପ୍ରମାଣପତ୍ର ପାଇଁ ବିଦ୍ୟାଳୟରେ ନାମ ଲେଖାରୁ ବଞ୍ଚିତ ହୋଇ ଘରେ ବସିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷା ହାର ବୃଦ୍ଧି କରିବା ସହ ଡ୍ରପ ଆଉଟ ସଂଖ୍ୟା କମେଇବାକୁ ସରକାର ଏବଂ ପ୍ରଶାସନ ଉଦ୍ୟମ କରୁଥିବା ବେଳେ କିଛି ପ୍ରମାଣପତ୍ର ପାଇଁ ବିଦ୍ୟାଳୟରେ ନାମ […]