କନ୍ଧମାଳରେ ରେକର୍ଡ଼ ପଣସ ଉତ୍ପାଦନ, ଅଭାବୀ ବିକ୍ରି ଯୋଗୁଁ ଆଦିବାସୀ କ୍ଷତିରେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଫୁଲବାଣୀକନ୍ଧମାଳ ଜିଲ୍ଲାରେ ଚଳିତବର୍ଷ ରେକର୍ଡ ପରିମାଣର ପଣସ ଉତ୍ପାଦନ ହେବାକୁ ଯାଉଛି। ଏତେ ମାତ୍ରାରେ ପଣସ ଉତ୍ପାଦନ ହେଉଛି ଯେ, ବର୍ତ୍ତମାନ ଗଦାଗଦା କଞ୍ଚା ପଣସ ବାହାରକୁ ଚାଲାଣ ହେଉଛି। ଏମିତିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ହାଟ ବଜାରରେ ୧୦ […]









