ବିପନ୍ନଙ୍କ ଗୁହାରି ଶୁଣିଲାନି ପ୍ରଶାସନ: ପାଣିରେ ପଶି ଶିଶୁକୁ ହସ୍ପିଟାଲ୍ ନେଲେ ପଡ଼ୋଶୀ
କେନ୍ଦ୍ରାପଡ଼ା : ବାରମ୍ବାର ଗୁହାରି ପରେ ବି ପ୍ରଶାସନ ନ ଶୁଣିବାରୁ ଜଳବନ୍ଦି ଭିତରେ ଫସିଥିବା ଏକ ବର୍ଷର ଅସୁସ୍ଥ ଶିଶୁପୁତ୍ରକୁ ପାଖ ପଡେ଼ାଶୀ ଲୋକ କାନ୍ଧରେ ବସାଇ ବନ୍ୟା ଜଳର ପ୍ରଖର ସୁଅରେ ଅଣ୍ଟାଏରୁ ଅଧିକ ପାଣିରେ ପଶି ଡାକ୍ତରଖାନା ନେବା ଘଟଣା ଏବେ ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ମାର୍ଶାଘାଇ ବ୍ଲକ୍ ଆଇତିପୁର ପଞ୍ଚାୟତ ସାମନ୍ତରାୟ ସାହିରେ ଦେଖିବାକୁ ମିଳିଛି। ମହାନଦୀର ଶାଖା ଲୁଣା-କରାଣ୍ତିଆ ନଦୀରେ ବନ୍ୟା ଜଳ ଆସିବାରୁ ମଙ୍ଗଳବାର […]