କଳା ଓ ସଂସ୍କୃତି ଧର୍ମ

ରାତିରେ ଶୋଇବା ପୁର୍ବରୁ ଈଶ୍ୱରଙ୍କୁ ୧୧ ଥର ଏଭଳି କୁହନ୍ତୁ ଏବଂ ଦେଖନ୍ତୁ ଚମତ୍କାର।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ସର୍ବଦା ସୁଖଶାନ୍ତିରେ ରହି ପାରିବେ। ତେବେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। କହିବାକୁ ଗଲେ ମନୁଷ୍ୟର ଦୁଇଟି ଶରୀର ରହିଛି। ଗୋଟେ ହେଉଛି ବାହାର ଶରୀର। ବାହାର ଶରୀର ହେଉଛି ଆମେ ଯାହାକୁ ଅନୁଭବ କରୁ ଓ ସୁଖସୁବିଧା ଭୋଗ କରୁ। ଦ୍ଵିତୀୟରେ ହେଉଛି […]

କଳା ଓ ସଂସ୍କୃତି ଧର୍ମ

ଏହି ଗଛର ଫଳ ଆଣି ରଖନ୍ତୁ ଘରର ଏହି ସ୍ଥାନରେ । ଟଙ୍କା ଗଣି ଗଣି ଥକିବେ ।

ବୃକ୍ଷଲତାରେ ଅନେକ ଚମତ୍କାରୀ ଫାଇଦା ରହିଥାଏ । ସୃଷ୍ଟି ଅନୁଯାୟୀ ପ୍ରତ୍ୟେକ ଗଛଲତାରେ ଭିନ୍ନ ଭିନ୍ନ ଦୈବିକ ଶକ୍ତି ନିହିତ ରହିଛି । କିନ୍ତୁ ସବୁ ମନୁଷ୍ୟଙ୍କୁ ସେହି ବିଷୟରେ ଆଦୋୖ ଅବଗତ ନଥାଏ । ଯାହା ହେଉଛି ଅରଖ ଗଛ ଏବଂ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ଗଛ ଅଟେ । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ୧୧ ବର୍ଷ ପୁରୁଣା ଯେଉଁ ଅରଖ ଗଛ ତାହାର ମୂଳ ଶ୍ରୀଗଣେଶଙ୍କ ଶୁଣ୍ଢ ଆକୃତିର ହୋଇଥାଏ […]

କଳା ଓ ସଂସ୍କୃତି ଧର୍ମ

୬ ଜୁନ ୨୦୨୪ ସାବିତ୍ରୀ ବ୍ରତ ଠାରୁ ବଦଳିବ ଏହି ପାଞ୍ଚ ଗୋଟି ରାଶିର ଭାଗ୍ୟ । ଜାଣି ରଖନ୍ତୁ ।

ପବିତ୍ର ସାବିତ୍ରୀ ବ୍ରତ ଏବଂ ଜ୍ୟେଷ୍ଠ ଅମାବାସ୍ୟା ଠାରୁ ପାଞ୍ଚଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ପ୍ରତ୍ୟେକ ମଣିଷ ଧନୀ ହେବାର ଇଚ୍ଛା କରନ୍ତି କିନ୍ତୁ ତାହା ଗ୍ରହର ଚଳନ ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ରାଶିର ଭାଗ୍ୟ ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରିଥାଏ । ଯେଉଁ ବ୍ୟକ୍ତିର ଗ୍ରହର […]

ରାଜ୍ୟ ସ୍ୱାସ୍ଥ୍ୟ

କୁଢ଼ କୁଢ଼ ଶବ ଭିତରୁ ପୁଅର ମୃତ ଦେହକୁ ଖୋଜିଥିଲା ବାପା । ଶତାବ୍ଦୀର ବଡ଼ ଟ୍ରେନ୍ ଦୁର୍ଘଟଣାରେ ଦୋହଲି ଯାଇଥିଲା ଦେଶ, କରମଣ୍ଡଳ ଟ୍ରେନ୍ ଟ୍ରାଜେଡିକୁ ପୂରିଲା ବର୍ଷେ ।

କେହି କିଛି ବୁଝିବା ଆଗରୁ ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଏହି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିଲେ । ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ଭାବେ ଦେଶକୁ ଦୋହଲାଇ ଦେଇଥିଲା ବାହାନଗା ଠାରେ ହୋଇଥିବା କରମଣ୍ଡଳର କରୁଣ ଦୁର୍ଘଟଣା । କରମଣ୍ଡଳର ସେ କରୁଣ କାହାଣୀକୁ ଆଜକୁ ଠିକ୍ ବର୍ଷେ ପୂରିଛି ହେଲେ ସେ ଭୟଙ୍କର […]

ଅପରାଧ ଦେଶ ବିଦେଶ ରାଜନୀତି

ମତଦାନ ମଧ୍ୟରେ ପଶ୍ଚିମବଙ୍ଗରେ ହିଂସା: ଇଭିଏମ୍‌କୁ ପୋଖରୀରେ ଫିଙ୍ଗିଲେ ହିଂସା ସୃଷ୍ଟିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ୍ ଦାନ ଚାଲିଛି। ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧ ପ୍ରତିଶତ ମତଦାନ ହୋଇଛି। ସାତୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୫୭ ଟି ସିଟ୍ ଉପରେ ମତଦାନ ଚାଲିଛି। ଉତ୍ତରପ୍ରଦେଶର ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ପ୍ରାର୍ଥୀମାନେ ଏହି ପର୍ଯ୍ୟାୟରେ ରହିଛନ୍ତି। ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି।  ପୁଣି […]

ଅପରାଧ ଦେଶ ବିଦେଶ

ବୋମା ଧମକ ମିଳିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ମୁମ୍ବାଇ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି। ଏ ସଂପର୍କରେ […]

ଦେଶ ବିଦେଶ ରାଜନୀତି

ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩୦ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୩୧.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୨୨.୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୨.୯୧ ପ୍ରତିଶତ, ଚଣ୍ଡିଗଡ଼ରେ ୨୫.୦୩ ପ୍ରତିଶତ, ଉତ୍ତରପ୍ରଦେଶରେ ୨୮.୦୨ ପ୍ରତିଶତ ମତଦାନ ହୋଇଛି। ଏହା […]

ରାଜନୀତି ରାଜ୍ୟ

ଭୋଟ୍ ନଦେଇ ଫେରିଲେ ଭୋଟର

ଯାଜପୁର : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥରେ ଇଭିଏମ ଅଚଳ। ଆରମ୍ବ ହୋଇପାରୁନି ମତଦାନ। ସକାଳ ୬ ରୁ ଲୋକ ଧାଡ଼ିରେ  ଠିଆ ହୋଇଥିଲେ। ତେବେ ଜଣେ ଭୋଟ ଦେବା ପରେ ମତଦାନ ବନ୍ଦ ରହିଛି। ଇଭିଏମ ଅଚଳ ଯୋଗୁ ମତଦାନ ଆରମ୍ଭ ହୋଇ ପାରି ନଥିଲା। ଫଳରେ ଭୋଟରଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଭୋଟ ନ ଦେଇ ପାରି ବିରକ୍ତ  ହୋଇ ଭୋଟର ଘରକୁ ଫେରିଯାଇଛନ୍ତି।

ରାଜନୀତି ରାଜ୍ୟ

ପ୍ରତ୍ୟେକ ନାଗରିକ ଜାତୀୟ ସ୍ୱାର୍ଥ ପାଇଁ ଭୋଟ୍ ଦେବା ଉଚିତ୍: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜର ମତଦାନ ଅଧିକାରେ ସାବ୍ୟସ୍ତ କରିଛନ୍ତି। ଭୋଟ୍ ଦେବାପରେ ସେ କହିଛନ୍ତି ଭୋଟ୍ ଦେବା ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାର, କର୍ତ୍ତବ୍ୟ ଏବଂ ଦାୟିତ୍ବ ଅଟେ। ଏହି ମୁହୂର୍ତ୍ତଗୁଡିକ ମୋତେ ଖୁସି ଦେଇଥାଏ, ଲୋକମାନେ ବାହାରକୁ ଆସି ଜାତୀୟ ସ୍ୱାର୍ଥ ପାଇଁ ଭୋଟ୍ ଦେବା ଉଚିତ୍।

କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବାଦନ ଓ ଗାୟନ ଅଭ୍ୟାସ ମସ୍ତିଷ୍କ ପାଇଁ ଉପକାରୀ

କୌଣସି ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଗୀତ ଗାଇବା ଆମ ମସ୍ତିଷ୍କକୁ ବହୁଦିନ ଯାଏ ସୁସ୍ଥ ରଖିଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ବିଶେଷ କରି ୪୦ ବର୍ଷ ବୟସ ଟପିଲା ପରେ ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ସଂଗୀତ ବହୁତ ଉପକାରୀ ବୋଲି ୟୁନାଇଟେଡ କିଙ୍ଗଡମ୍‌ର ଏକ୍ସେଟର ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଏକ ଦଶନ୍ଧି ଧରି ବିଭିନ୍ନ ବୟସର ୨୫,୦୦୦ ଲୋକଙ୍କୁ ଏକ ଅନୁଧ୍ୟାନରେ ସାମିଲ କରି ସେମାନେ ଏପରି ନିର୍ଯାସ ପାଇ ପାରିଛନ୍ତି। ବାଦ୍ୟଯନ୍ତ୍ର […]