ଦେଶ ବିଦେଶ

‘ଏମର୍ଜେନ୍ସି’ର ଟ୍ରେଲ୍‌ର ରିଲିଜ୍‌ ପରେ କଙ୍ଗନାଙ୍କୁ ମିଳିଲା ହତ୍ୟା ଧମକ

ଏମର୍ଜେନ୍ସି’ର ଟ୍ରେଲ୍‌ର ରିଲିଜ୍‌ ପରେ କଙ୍ଗନାଙ୍କୁ ହତ୍ୟା ଧମକ ଦେଲେ ଶିଖ୍‌ ସଂପ୍ରଦାୟର ଜଣେ ବ୍ୟକ୍ତି। ସିନେମାରେ ଯଦି ଜର୍ଣ୍ଣାଲ୍‌ ସିଂହ ଭିଣ୍ଡ୍ରନ୍‌ୱାଲେଙ୍କୁ ଆତଙ୍କବାଦୀ ଭାବେ ଚିତ୍ରିତ କରାଯାଇଥିବ ତ ଇନ୍ଦିରା ଗାନ୍ଧୀଙ୍କ ପରି ତୁମର ବି ଅବସ୍ଥା ହେବ ବୋଲି ‌କହି ଦେଲେ ଧମକ। ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାଣାୱତ୍‌ଙ୍କୁ ମିଳିଛି ହତ୍ୟା ଧମକ। ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ରେ ଅଭିନୟ କରିଥିବା ହେତୁ ତାଙ୍କୁ ଶିଖ୍‌ […]

ରାଜ୍ୟ

ବନ୍ଦ ହୋଇଯିବ କି ଟେଲିଗ୍ରାମ୍‌! ସିଇଓ ଗିରଫ ହେବା ପରେ ଚିନ୍ତାରେ ବ୍ୟବହାରକାରୀ

ବନ୍ଦ୍‌ ହୋଇଯିବ କି ଟେଲିଗ୍ରାମ୍‌? ଏବେ ଚିନ୍ତାରେ ପଡ଼ିଗଲେଣି ବ୍ୟବହାରକାରୀ। ଫ୍ରାନ୍ସରେ ଗିରଫ ହୋଇଛନ୍ତି ଟେଲିଗ୍ରାମ୍‌ର ସିଇଓ ପାଭେଲ ଦୁରଭ। ତାଙ୍କ ଗିରଫଦାରୀ ପରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ନୂଆଦିଲ୍ଲୀ: ଫ୍ରାନ୍ସରେ ଗିରଫ ହୋଇଛନ୍ତି ଟେଲିଗ୍ରାମ୍‌ର ସିଇଓ ପାଭେଲ ଦୁରଭ। ତାଙ୍କ ଗିରଫଦାରୀ ପରେ ଟେଲିଗ୍ରାମ୍‌ ବନ୍ଦ ହୋଇ ଯାଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯିବା ପରେ ଏହି ଆପ୍ […]

ରାଜ୍ୟ

‘ସୁଭଦ୍ରା’ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ: ଜାଲିଆତି କଲେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ନିର୍ଦ୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ। ଭୁବନେଶ୍ବର: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ନିର୍ଦ୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କର ଯୋଗ୍ୟତାର ମାନଦଣ୍ଡ ସରକାର ସ୍ଥିର କରିଥିବା ବେଳେ ଏଥିରେ […]

ରାଜ୍ୟ

ମାଙ୍କଡ଼ପଲଙ୍କୁ ମିଳୁନି ଖାଦ୍ୟ, ରାସ୍ତା ଉପରେ ଜମାଉଛନ୍ତି ଆଡ୍ଡା

ଭାଲୁ ଗାଁ ଓ ସହର ମୁହାଁ ହେଉଥିବା ବେଳେ ମାଙ୍କଡ଼ପଲ  ଖାଦ୍ୟ ଅନ୍ବେଷଣରେ ରାସ୍ତା ଉପରକୁ ପଳାଇ ଆସୁଛନ୍ତି। କୋରାପୁଟ ଓ ଜୟପୁର ବନଖଣ୍ଡର ଜୟପୁର-କୋରାପୁଟ ଘାଟି, ସୁଙ୍କି ଘାଟି, ପାତ୍ରପୁର ବ୍ରିଜ୍, ଟାଙ୍ଗିନୀଗୁଡା ଗାଁ ନିକଟରେ ମାଙ୍କଡପଲ ଦେଖିବାକୁ ମିଳୁଛି। କୋରାପୁଟ: ଜଙ୍ଗଲରେ ପୂର୍ବ ପରି  ବନ୍ୟଜନ୍ତୁଙ୍କୁ ମିଳୁନି ଖାଦ୍ୟ। ବାଧ୍ୟ ହୋଇ ସେମାନେ ରାସ୍ତା ଉପରକୁ ଆସୁଛନ୍ତି। ଭାଲୁ ଗାଁ ଓ ସହର ମୁହାଁ ହେଉଥିବା ବେଳେ ମାଙ୍କଡ଼ପଲ  ଖାଦ୍ୟ ଅନ୍ବେଷଣରେ ରାସ୍ତା ଉପରକୁ […]

ରାଜ୍ୟ

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ, ଆଜି ନନ୍ଦୋତ୍ସବ: ୪ ଘଣ୍ଟା ବନ୍ଦ ରହିଲା ଦର୍ଶନ

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ପୁରୀ: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ପୂର୍ବକ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। […]

ରାଜ୍ୟ

ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ, ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦର ଠାରେ ସମାକୋଇ ନଦୀରେ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ୱୟ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦର ଠାରେ ସମାକୋଇ ନଦୀରେ ସମାକୋଇ-ଚକଦର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ […]

ରାଜ୍ୟ

ନିଜକୁ ପାଣ୍ଡିଆନଙ୍କ ଶଳା ବୋଲି କହୁଥିଲା ମାଷ୍ଟର୍‌ ମାଇଣ୍ଡ୍‌ ରମେଶ

ଚାକିରି ଦେବା ନାଁରେ ମାଲକାନଗିରି ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ‌ଠକେଇ ହୋଇଛି। ଅଭିଯୋଗ ପରେ ମାଥିଲି ପୁଲିସ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝି, କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ ଓ ସହଯୋଗୀ ଜୀବନ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାଲକାନଗିରି: ଚାକିରି ଦେବା ନାଁରେ ମାଲକାନଗିରି ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ‌ଠକେଇ ହୋଇଛି। ଅଭିଯୋଗ ପରେ ମାଥିଲି ପୁଲିସ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝି, କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ରାଉତ […]

ରାଜ୍ୟ

ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ କଲେ ମାଲକାନଗିରି ମାଲିକ ସଂଘ

ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ଅର୍ଥାତ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟତ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ। ମାଲକାନଗିରି: ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ଅର୍ଥାତ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟତ […]

ରାଜ୍ୟ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ

ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ। ଭୁବନେଶ୍ୱର:ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ […]

ରାଜ୍ୟ

ଆସିଲା ‘ସୁଭଦ୍ରା’ ଗାଇଡଲାଇନ୍‌, କିଏ ହୋଇପାରିବେ ହିତାଧିକାରୀ ଜାଣନ୍ତୁ

ଓଡ଼ିଶାର ମହିଳାଙ୍କ ପାଇଁ ବିଜେପି ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ପୂର୍ବରୁ ଏସ୍‌ଓପି ଜାରି କରିଥିବା ବେଳେ ଏବେ ଗାଇଡଲାଇନ୍‌ ବାହାର କରିଛନ୍ତି। ଏହି ‌ଗାଇଡଲାଇନ୍‌ ମାଧ୍ୟମରେ କିଏ ହିତାଧିକାରୀ ହୋଇପାରିବେ ରାଜ୍ୟ ସରକାର ଏନେଇ ସ୍ପଷ୍ଟକରିଛନ୍ତି। ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ନେଇ ରାଜ୍ୟ ସରକାର ସୋମବାର ଗାଇଡଲାଇନ୍‌ ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ‘ସୁଭଦ୍ରା’ ଯୋଜନାରେ ମୋହନ ମାଝୀ ସରକର କହିଛନ୍ତି ଜୁଲାଇ […]