ଅଣଓଡ଼ିଆଙ୍କ କବ୍ଜାରେ ସରକାରୀ ଜମି: ରମ୍ପାସର ବିସ୍ତୃତ ସରକାରୀ ଜମି ଜବରଦଖଲ
ବ୍ୟାସନଗର ସହରରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଅନେକ ବର୍ଷ ହେଲା ଜମିର ବନ୍ଦୋବସ୍ତ କରାଯାଇ ନଥିବାରୁ ହଜାର ହଜାର ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ। ଯାଜପୁର: ବ୍ୟାସନଗର ସହରରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଅନେକ ବର୍ଷ ହେଲା ଜମିର ବନ୍ଦୋବସ୍ତ କରାଯାଇ ନଥିବାରୁ ହଜାର ହଜାର ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ। ତହସିଲ, ଜଙ୍ଗଲ ଓ କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ (କେଏନ୍ଡିଏ) ଏ ନେଇ […]









