ଧର୍ମେନ୍ଦ୍ରଙ୍କୁ ମୁକାବିଲା କରିବାକୁ ବବିଙ୍କୁ ଦାୟିତ୍ବ , ୨୪ରେ ହୋଇପାରେ ହାଇ ଭୋଲଟେଜ୍ ଲଢ଼େଇ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଅନୁଗୁଳ : ଢେଙ୍କାନାଳ ଲୋକସଭା ଆସନରୁ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘନ ଘନ ଗସ୍ତ କରି କର୍ମୀଙ୍କ ମନରେ ଜୋସ୍ ଭରିବା ସହ ୨୦୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ କହୁଛନ୍ତି। ଏଠାରୁ […]









