ରାଜ୍ୟ

ଉଦଘାଟନ ହେବ ଆବାସ ଘର, ଗାଡ଼କଣ ଶବର ସାହିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରାଇବେ ଗୃହ ପ୍ରବେଶ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ ପାଇଁ ଚଳଚଂଚଳ ଭୁବନେଶ୍ଵରର ଗାଡ଼କଣ ଶବର ସାହି।ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ।। ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପହଞ୍ଚିବେ ଭୁବନେଶ୍ଵର ଗାଡ଼କଣ ଶବର ସାହିରେ। ପିଏମ ଆବାସ ହିତାଧିକାରୀ ଆନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦଘାଟନ କରିବା ସହ ପାଖାପାଖି ୩୦ ମିନିଟ ଧରି ୨୦ ଜଣ ପିଏମ ଆବାସ ପାଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଏଥିସହ ଗାଡ଼କଣ ଶବର ସାହିର ୧୨୦ […]

ରାଜ୍ୟ

କାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ: ଜନତା ମଇଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ଜନତା ମଇଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ ୪ ସେଡସରେ ବସିବେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭି ଭି ଆଇପିଙ୍କ ଠୁଁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ। ସମସ୍ତଙ୍କୁ ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇଛି। ସଭାସ୍ଥଳରେ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଖାଦ୍ୟ, ପାନୀୟ, ଶୌଚାଳୟ ଆଦିର […]

ଦେଶ ବିଦେଶ

ମୁଁ ଏକ ଅମୃତଭଣ୍ଡା ଓ କଦଳୀ ହେବାକୁ ଚାହେଁନା: ଚେତନ ଭଗତ

ନୂଆଦିଲ୍ଲୀ: ଜଣାଶୁଣା ଲେଖକ ଚେତନ ଭଗତ ଅନଲାଇନ୍ ଟ୍ରୋଲ୍‌ର ଶିକାର ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କୁ କରାଯାଉଥିବା ଟ୍ରୋଲ୍‌ର ଜବାବ ଏକଦମ ସକାରାତ୍କ ଭାବେ ଦେଇଛନ୍ତି। ସେ କହିଛନ୍ତି ଯେ ‘‘ମୁଁ ଏକ ଅମୃତଭଣ୍ଡା ହେବାକୁ ପସନ୍ଦ କରିଛି। ମୁଁ ଏପରି ଏକ ଫଳ; ଯାହାକୁ କିଛି ଲୋକ ପସନ୍ଦ କରିବେ ତ କିଛି ଲୋକ ପସନ୍ଦ କରିବେ ନାହିଁ। ମାତ୍ର ଏହାର ଏକ ନିଜସ୍ବ ଭଲ ଗୁଣ ଅଛି ଏବଂ ମୁଁ […]

ରାଜ୍ୟ

ରେଳ ବ୍ରିଜ୍ ପାର ହେଉଥିବା ବେଳେ ବୁଡ଼ିଗଲା କାର୍, ୨ଜଣଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରେଳ ଅଣ୍ଡର ବ୍ରିଜ୍ ପାର ହେଉଥିବା ବେଳେ ବୁଡ଼ିଗଲା କାର୍ । ଭିତରେ ଥିବା ୨ଜଣଙ୍କର ହେଲା ମୃତ୍ୟୁ। ୨ଜଣଙ୍କ ମଧ୍ୟରେ ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ଅନ୍ୟଜଣେ କ୍ୟାସିଅରଙ୍କ ଥିଲେ । କୁହାଯାଉଛି ଯେ, ରେଳ ଅଣ୍ଡର ବ୍ରିଜ୍ ତଳ ଦେଇ ଯାଉଥିବା ବେଳେ ପାଣିର ଗଭୀରତା ଜାଣିନପାରିବାରୁ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ କ୍ୟାସିୟର ବିରାଜ ଦ୍ବିବେଦୀ ଓ ମ୍ୟାନେଜର ପୂଣ୍ୟ‌ଶ୍ରେୟ ଶର୍ମା। ଦୁହିଁଙ୍କ ସହ କାମ କରୁଥିବା କର୍ମଚାରୀ […]

ଦେଶ ବିଦେଶ

ମନର ଦୁଃଖ ବଖାଣିଲେ ସୁନୀତା…

ୱାଶିଂଟନ: ଅନେକ ମାସ ଧରି ମହାକାଶରେ ଅଟକି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଶୁକ୍ରବାର ଦିନ ଭାବପ୍ରବଣ ହୋଇ ନିଜର ମନର ଦୁଃଖ ବଖାଣିଛନ୍ତି। ସେମାନେ କହିଛନ୍ତି ଯେ ବୋଇଙ୍ଗ କ୍ୟାପସୁଲ ଆମ ବିନା ପୃଥିବୀକୁ ଫେରିବା ଦେଖିବା ଆମ ପାଇଁ ସହଜ ନ ଥିଲା।  ଜୁନ୍ ମାସରେ ବଚ୍ ଏବଂ ସୁନୀତା ଏକ ବୋଇଙ୍ଗ ଷ୍ଟାରଲ‌ାଇନର୍ କ୍ୟାପସୁଲରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯାଇଥିଲେ। କିନ୍ତୁ କ୍ୟାପସୁଲରେ ତ୍ରୁଟି ଥିବାରୁ ସୁନୀତା […]

ରାଜ୍ୟ

ବାଲେଶ୍ବରରେ ସ୍ବାସ୍ଥ୍ୟସେବା ହବ୍‌ ଏବେ ସ୍ବପ୍ନ

ବାଲେଶ୍ବର: ବାଲେଶ୍ବର ସ୍ବାସ୍ଥ୍ୟସେବାର ହବ୍‌ ପାଲଟିବ ବୋଲି ଘୋଷଣା କରାଯାଇଥିବା ବେଳେ ତାହା ଏବେ ସ୍ବପ୍ନ ହୋଇଯାଇଛି। ବାଲେଶ୍ବରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଥିବା ବେଳେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ବି ରହିଛି। ତେବେ, ଡାକ୍ତରଙ୍କ ଅଭାବ ସହିତ ବହୁ ଆନୁଷଙ୍ଗିକ ଦିଗ ପ୍ରତି ଦୃଷ୍ଟି ଦିଆନଯିବା ଯୋଗୁ ଲୋକମା‌ନେ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଆଜି ‘ସମ୍ବାଦରେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେଇ ବହୁ ବୁଦ୍ଧିଜୀବୀ ଏହିଭଳି ମତବ୍ୟକ୍ତ କରିଛନ୍ତି। […]

ରାଜ୍ୟ

ଜଙ୍ଗଲ ଜମି ପଟ୍ଟା ପାଇଁ ଆଦିବାସୀଙ୍କ ମେଳି

ମାଲକାନଗିରି: ବିକାଶମୂଳକ ପ୍ରକଳ୍ପ ପାଇଁ ଜଳ, ଜମି, ଜଙ୍ଗଲ ସବୁ ହରାଇଲୁ। କିଛି ପାଇଲୁନି। ବହୁ ଆନ୍ଦୋଳନ ପରେ ମଧ୍ୟ ସରକାର ଆମ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ଜଙ୍ଗଲ ଜମି ପଟ୍ଟା, ଗୋଷ୍ଠୀଗତ ପଟ୍ଟା ପ୍ରଦାନ ସହ ପେସା ଆଇନ ଲାଗୁ କର। ନଚେତ୍‌ ଆନ୍ଦୋଳନ ଜୋରଦାର୍ ହେବ। ୧୫ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଏପରି ଚେତାବନୀ ଦେଇଛନ୍ତି। ଏଥି ସହିତ ଜିଲ୍ଲାପାଳଙ୍କ ଜରିଆରେ […]

ରାଜ୍ୟ

ଚୋର ଖଣ୍ଟ ଖାଇଗଲେ ୧୭ଶହ କୋଟି: ୯ ବର୍ଷରେ ଲୁଟିଛନ୍ତି ୨୦୬୩.୪ କୋଟି

ଟକ: ରାଜ୍ୟରେ ସମ୍ପତ୍ତି ଜନିତ ଆପରାଧିକ ମାମଲାରେ ଲୁଟ୍ ହେଉଥିବା ଟଙ୍କା, ସୁନା ଅଳଙ୍କାର ଓ ମୂଲ୍ୟବାନ୍ ସାମଗ୍ରୀ ଜବତ କରିବା କ୍ଷେତ୍ରରେ ଓଡ଼ିଶା ପୁଲିସ ଏତେ ଦୁର୍ବଳ ଯେ ଏହାକୁ ଚୋରଖଣ୍ଟ ଖାଇଯାଉଛନ୍ତି। ଗଲା ୯ ବର୍ଷ ଭିତରେ ଓଡ଼ିଶାରେ ୨ ହଜାର ୬୩ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ଏଥିରୁ ମାତ୍ର ୩୪୩ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଅବଶିଷ୍ଟ ୧ହଜାର ୭୨୦ କୋଟି […]

ରାଜ୍ୟ

ସୁଭଦ୍ରା ପାଇଁ ବଣ୍ଡା ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ମାଲକାନଗିରି: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ମାଲକାନଗିରି ଜିଲ୍ଲାର ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।ଜିଲ୍ଲାରେ ବସବାସ କରୁଥିବା ବଣ୍ଡା ଜନଜାତି ମହିଳାମାନେ ଅଧିକ ସଂଖ୍ୟାରେ ଏହି ଯୋଜନା ପାଇଁ ଆବେଦନ ଜାରି ରଖିଛନ୍ତି। ମାଲକାନଗିରି ଜିଲ୍ଲାର ବଣ୍ଡା ମହିଳାଙ୍କ ସୁଭଦ୍ରା ଫର୍ମ ପାଇଁ ପ୍ରବଳ ଉତ୍ସାହ ଦେଖାଯାଇଛି। ଜିଲ୍ଲାରେ ମୋଟ ୬୭,୮୪୮ ଜଣ ମହିଳା ପଞ୍ଜୀକରଣ କରି ସାରିଛନ୍ତି। […]

ରାଜ୍ୟ

ପ୍ରାଣୀ ସମ୍ପଦର ବିକାଶ ପାଇଁ ଏକାଠି ହେଲେ ୧୫ ରାଜ୍ୟ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପଶୁପାଳନ ଓ ଡାଏରି ବିଭାଗ ଏବଂ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସହଯୋଗରେ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଦୁଇଦିନିଆ ‘ମୌସୁମୀ ବୈଠକ’ ଆରମ୍ଭ ହୋଇଛି। ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସଂପଦର ବିକାଶ ପାଇଁ ଏହି ବୈଠକରେ ଦେଶର ୧୫ଟି ରାଜ୍ୟ ଏକାଠି ହୋଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, କୃଷି […]