୯ ବର୍ଷରେ ଏଲ୍ପିଜି ଗ୍ରାହକ ଦ୍ବିଗୁଣିତ: ସିଲିଣ୍ଡର୍ ଦାମ୍ ବି ତିନି ଗୁଣା ବଢ଼ିଛି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ନଅ ବର୍ଷ ଭିତରେ ଦେଶରେ ଏଲ୍ପିଜି ଗ୍ରାହକଙ୍କ ସଂଖ୍ୟାରେ ଦୁଇ ଗୁଣା ବୃଦ୍ଧି ଘଟିଛି। ୨୦୧୪ ଏପ୍ରିଲ୍ରେ ଦେଶରେ ୧୪.୫୨ କୋଟି ଏଲ୍ପିଜି ଗ୍ରାହକ ଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ସେମାନଙ୍କ ସଂଖ୍ୟା ୩୧.୩୬ କୋଟିକୁ ବୃଦ୍ଧି ପାଇଛି। […]









