ଜାଲ୍ ସାର୍ଟିଫିକେଟ୍ ମାମଲାରେ ୪ଗିରଫ, ନିଲମ୍ବିତ ଶିକ୍ଷକ ହିଁ ମାଷ୍ଟରମାଇଣ୍ଡ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଜାଲ୍ ସାର୍ଟିଫିକେଟ୍ର ଚେର ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରି ଢେଙ୍କାନାଳ ଓ କଟକ ପର୍ଯ୍ୟନ୍ତ ଲମ୍ବିଛି। ବିପୁଳ ଟଙ୍କା କାରବାର କରି ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଏକ ରାକେଟ୍କୁ ବ୍ରହ୍ମପୁର ଜିଲ୍ଲା ପୁଲିସ କାବୁ କରିବାରେ ସକ୍ଷମ […]









