ହଲିଉଡ୍ ସୁପରଷ୍ଟାର ବ୍ରାଡ୍ ପିଟ୍ଟଙ୍କ ହେଲା Breakup: ୨୭ ବର୍ଷୀୟା ମଡେଲ୍ଙ୍କ ସହ କରୁଥିଲେ ଡେଟିଂ
ନୂଆଦିଲ୍ଲୀ ୨୯/୧୦: ହଲିଉଡ ସୁପରଷ୍ଟାର ବ୍ରାଡ୍ ପିଟ୍ଙ୍କ ପ୍ରେମ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ। ବ୍ରାଡ୍ ପିଟ୍ଙ୍କ ବ୍ରେକ୍ଅପ୍ ଖବର ସାମ୍ନାକୁ ଆସିଛି। ନିଜର ଗାର୍ଲଫ୍ରେଣ୍ଡ ୨୭ ବର୍ଷୀୟା ମଡେଲ ନିକୋଲ୍ ପୋଟୁରାଲିସ୍କି ସହ ବ୍ରାଡ୍ ବ୍ରେକ୍ଅପ୍ କରିଥିବା ଜଣାପଡ଼ିଛି। ଏକାଠି ନଜର ଆସିବାର ୩ ମାସ ପରେ ସେମାନଙ୍କ ବିଚ୍ଛେଦ ହୋଇଥିବା ଖବର ମିଳିଛି। ଅଗଷ୍ଟରେ ୫୬ ବର୍ଷୀୟ ଅଭିନେତା ଓ ୨୭ ବର୍ଷୀୟା ମଡେଲଙ୍କୁ ଡେଟ୍ ସମୟରେ ଦେଖିବାକୁ ମିଳିଥିଲା। ସେତେବେଳେ ଏକ ଖବର ମିଳିଥିଲା […]