ଭଗବାନ ପର୍ଶୁରାମ ନିଜ ମାଙ୍କ ମୁଣ୍ଡ କାଟିଥିଲେ, ଜାଣନ୍ତୁ କାହିଁକି
ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଋଷି ଜମଦଗ୍ନି ଓ ରେଣୁକାଙ୍କ ପୁତ୍ର ପର୍ଶୁରାମ ତାଙ୍କ ମାଙ୍କ ମୁଣ୍ଡ କାଟିଦେଇଥିବାର ଆପଣମାନେ ପୁରାଣରେ ପଢିଥିବେ ଓ ଜାଣିଥିବେ। ତେବେ ଆମମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ପର୍ଶୁରାମଙ୍କ ଏପରି ପଦକ୍ଷେପର କାରଣ । ଶାସ୍ତ୍ରାନୁସାରେ ଜମଦଗ୍ନୀ ଓ ମାତା ରେଣୁକାଙ୍କ ୫ ପୁଅଙ୍କ ମଧ୍ୟରୁ ପର୍ଶୁରାମ ଥିଲେ ସାନ। ପ୍ରଥମେ ତାଙ୍କ ନାମ ରାମ ଥିଲା। ତେବେ ଶିବଙ୍କ ଠାରୁ ବରରେ ପ୍ରାପ୍ତ କରିଥିବା ପରଶୁ ଯୋଗୁ […]