ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପାନୀୟ ଜଳ ପାଇଁ ସଂଘର୍ଷ : ବୋରଓ୍ବେଲରୁ ବାଉଁଶନଳରେ ପାଣି ବାହାର କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡି ୬।୭: ବୋରଓ୍ବେଲ ଖୋଳା ହୋଇଛି ସମ୍ପୂର୍ଣ୍ଣ ହୋଇନି ନିର୍ମାଣ କାର୍ଯ୍ୟ । ପାଣି ପାଇଁ ହାହାକାର । ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ଥିବା ଯୋଗୁ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗତ ୮ ମାସ ତଳେ ନଳକୂପ ନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ନ କରି ଏହାକୁ ବନ୍ଦ ରଖାଯାଇଛି । ଫଳରେ […]