କନିଷ୍ଠ ପାଣ୍ଡ୍ୟାଙ୍କ ପ୍ରଥମ ବିମାନ ଯାତ୍ରା
ଚେନ୍ନାଇ: ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟାଙ୍କ ପୁତ୍ର ଅଗସ୍ତ୍ୟ ପ୍ରଥମ ଥର ବିମାନ ଯାତ୍ରା କରିଛନ୍ତି। ଗୁରୁବାର ଏହି କନିଷ୍ଠ ପାଣ୍ଡ୍ୟା ପିତା ଓ ମାତା ନତାଶା ଷ୍ଟାଙ୍କୋଭିକ୍ଙ୍କ ସହ ଚେନ୍ନାଇକୁ ବିମାନରେ ଯାଇଥିଲେ। ହାର୍ଦିକ୍ ସେଠାରେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ସହ ଯୋଗଦେବାକୁ ପତ୍ନୀ ଓ ପୁତ୍ରକୁ ଧରି ବିମାନ ଯାତ୍ରା କରିଥିଲେ। ଆସନ୍ତା ଶନିବାର ଦିନ ୬ ମାସରେ ପଦାର୍ପଣ କରିବାକୁ ଯାଉଥିବା […]